BCCI ଘୋଷଣା କଲା IPL 2025 ପାଇଁ ଅମ୍ପାୟରଙ୍କ ନାମ, ଜାଣନ୍ତୁ କାହାକୁ ମିଳିବ ସୁଯୋଗ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ନୂଆ ସିଜନ ପାଇଁ ଅମ୍ପାୟର ପ୍ୟାନେଲର ଘୋଷଣା କରିଛି । ଏଥର ସାତୋଟି ନୂଆ ଅମ୍ପାୟରଙ୍କୁ ସୁଯୋଗ ଦିଆଯାଇଛି । ଏହି ସମସ୍ତ ଅମ୍ପାୟର ହେଲେ ସ୍ୱରୂପାନନ୍ଦ କନ୍ନୁର, ଅଭିଜିତ ଭଟ୍ଟାଚାର୍ଯ୍ୟ,…