‘ବନ୍ଦ ରହିବ କନେଷ୍ଟବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା’, ରୋକ ଲଗାଇଲେ ହାଇକୋର୍ଟ

କଟକ: ଆଇଆରବି ବାଟାଲିୟନ କନେଷ୍ଟଳ ସିପାହୀ ନିଯୁକ୍ତି ପ୍ରସଙ୍ଗରେ ରୋକ ଲଗାଯାଇଛି। ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଲେ ହାଇକୋର୍ଟ। ୧୭ ତାରିଖରୁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ହାଇକୋର୍ଟ…

ପ୍ରକାଶ ପାଇଲା OJS-୨୦୨୩ ପରୀକ୍ଷା ଫଳ, ଏତିକି ପରୀକ୍ଷାର୍ଥୀ ପାସ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା ଓଜେଏସ-୨୦୨୩ ରେଜଲ୍ଟ। ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୩୩ଜଣ ପରୀକ୍ଷାର୍ଥୀ। ଏ ନେଇ ସୂଚନା ଜାରି କଲା ଓପିଏସସି। କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ…

“ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଟପିପାରେ ତାପମାତ୍ରା”, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା

ଭୁବନେଶ୍ୱର: ତାତିକୁ ନେଇ ଆସିଲା ଅପଡେଟ। ପାଣିପାଗ ବିଭାଗରେ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୁଚନା ଜାରି କରିଛନ୍ତି। ରାଜ୍ୟରେ ୧୭ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ। ୪ ଦିନ ପର୍ଯ୍ୟନ୍ତ…

ମାର୍ଚ୍ଚ ୩୦ରେ ଅନ୍ତଦୋୟ ଗୃହ ଯୋଜନା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଅନ୍ତଦୋୟ ଗୃହ ଯୋଜନା। ସରକାର…

All England Open Badminton Championships: ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେଲେ ପିଭି ସିନ୍ଧୁ, ଭାଙ୍ଗିଗଲା ଟାଇଟଲର ସ୍ୱପ୍ନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ଏବଂ ଦୁଇଥର ଅଲମ୍ପିକ ପଦକର ବିଜେତା ପିଭି ସିନ୍ଧୁଙ୍କୁ ଅଲ୍ ଇଣ୍ଡିଆ ବ୍ୟାଡମିଣ୍ଟନ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ପରାଜୟର ଶିକାର ହେବାକୁ ପଡିଛି। ଏହି ମ୍ୟାଚରେ ସେ କୋରିୟାର…

ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ, ଦିନ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା। ଟାଇଁଟାଇଁ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ତାପମାତ୍ରା। ଏଥିପାଇଁ କେହି ଖରାରୁ ଘରୁ ବାହାରି ପାରୁନାହାନ୍ତି। ଆଜି ରାଜ୍ୟର…

ପାଣିରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର, ସାଙ୍ଗମାନଙ୍କ ସହ ଯାଇଥିଲେ ଗାଧୋଇବାକୁ

ସମ୍ବଲପୁର: ଏକ ଅଘଟଣ ସୁନ୍ଦରଗଡ଼ରେ ଘଟିବା ପରେ ବର୍ତ୍ତମାନ ସମ୍ବଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଣିରେ ବୁଡ଼ି ଭିସୁଟ୍ ପ୍ରଥମ ବର୍ଷର ଛାତ୍ରଙ୍କର ମୃତ୍ୟୁ ଘଟିଛି। ବୁର୍ଲା ପାୱାର ଚ୍ୟାନେଲ୍ ଅଠର ହଜାର…

ଭାରସାମ୍ୟ ହରାଇ ଓଲଟିପଡ଼ିଲା ବସ୍‌, ଜଣେ ମୃତ, ୩୦ ଆହତ

ସୁନ୍ଦରଗଡ଼: ଭାରସାମ୍ୟ ହରାଇ ଓଲଟିଲା ବସ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ଓଲଟିପଡିବା ପରେ…

କ୍ୟାପଟେନ ହେବା ଅଫରକୁ ପ୍ରତ୍ୟାଖ୍ୟାନକଲେ କେଏଲ ରାହୁଲ, ଚାମ୍ପିୟନ୍ସ ଟ୍ରଫିରୁ ଫେରିବା ପରେ ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ.ଏଲ୍ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାହୁଲଙ୍କ ଏହି ନିଷ୍ପତ୍ତି ଆଇପିଏଲ୍ ଅଧିନାୟକତ୍ୱ ସହିତ ଜଡିତ। ମିଡିଆ ରିପୋର୍ଟ ଅନୁଯାୟୀ,…

୮ ମାସ ମଧ୍ୟରେ ୬ ମୁଣ୍ଡ ନେଲାଣି ମୋ ବସ୍‌, ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ୮ ମାସ ମଧ୍ୟରେ କଟକ, ପୁରୀ, ଭୁବନେଶ୍ୱରେ ୬ ମୁଣ୍ଡ ନେଇଛି ‘ମୋ ବସ୍‌’। ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ୨୦୨୪ ଜୁନ୍ ଠାରୁ ଏପର୍ଯ୍ୟନ୍ତ ୧୯ଟି…