(Video) ରଣଜୀରେ ମାତ୍ର ୬ ରନ କରି ବୋଲ୍ଡ ହେଲେ ବିରାଟ କୋହଲି, ଏହି ବୋଲର ଉଡାଇଦେଲେ ଷ୍ଟମ୍ପ

ନୂଆଦିଲ୍ଲୀ: ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିଥିଲେ । ତାଙ୍କ ବ୍ୟାଟିଂ ଦେଖିବା ଲାଗି ଅରୁଣ ଜେଟଲୀ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ସମସ୍ତଙ୍କୁ ଆଶା ଥିଲା ଯେ,…

ବୋଲେରୋ ସହ ଧକ୍କା ହେଲା କ୍ୟାଣ୍ଟର, ୧୦ ମୃତ, ୫ ଗୁରୁତର

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବୋଲେରୋ ପିକଅପ ଏବଂ କ୍ୟାଣ୍ଟରର ଧକ୍କାରେ ୧୦ ଜଣଙ୍କ ପ୍ରଣାହାନି ଘଟିଛି । ଦୁର୍ଘଟଣାରେ ଅନେକ ଲୋକେ ଆହତ ବି ହୋଇଛନ୍ତି । ଏଥିରୁ ୫ଜଣଙ୍କ ଅବସ୍ଥା…

ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ: ସଂସଦର ମିିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସଂସଦର ମିିଳିତ ଅଧିବେଶନକୁ ସମ୍ବୋଧନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ ରାଷ୍ଟ୍ରପତି । ପ୍ରଥମେ ସେ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ । ଆହତଙ୍କ…

ବିବାହ ସିଜନରେ ବଢିଗଲା ସୁନା ଦର, ୧୨୦୦ ଟଙ୍କା ପାଇଲା ବୃଦ୍ଧି

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢିଗଲା ସୁନା ଦର । ବର୍ତ୍ତମାନ ବିବାହ ସିଜନ ଲାଗିକି ରହିଛି । ଏହି ସମୟରେ ଲୋକେ ସୁନା ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏହି ସିଜନରେ ସୁନା ଦରରେ ବୃଦ୍ଧି ମଧ୍ୟବିତଙ୍କ…

(Video) ଆଶିକ୍ ଆୱାରା; ରାସ୍ତାରେ ପୋଷ୍ଟର ମାରି ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନୋଏଡା ଏବଂ ମେରଠ ମଧ୍ୟରେ ଅନେକ ସ୍ଥାନରେ, ଯଥା- ରାସ୍ତା ଏବଂ କାନ୍ଥରେ ‘ସରି ବୁବୁ’ ଲେଖାଯାଇଛି । ଏହାକୁ ଏକ ଅଜଣା ବ୍ୟକ୍ତି ଚିପକାଇଛି । ଏହି ପୋଷ୍ଟର ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।…

Breaking Big: ୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ରତ୍ନଭଣ୍ଡାର କାର୍ଯ୍ୟ ବର୍ତ୍ତମାନ ୪ ଦିନ ବନ୍ଦ ରହିବ । ଆସନ୍ତା ୨,୩,୫ ଓ ୬ ତାରିଖରେ ମରାମତି କାର୍ଯ୍ୟ ସ୍ଥଗିତ ରହିବ ବୋଲି ସୂଚନା ଜାରି କରାଯାଇଛି । ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ପ୍ରୟାଗରାଜ ପାଇଁ କମିଗଲା ଫ୍ଲାଇଟ ଟିକେଟ ମୂଲ୍ୟ, ୩୦ରୁ ୪୦% ପର୍ଯ୍ୟନ୍ତ ହ୍ରାସ ପାଇଲା ଦର

ନୂଆଦିଲ୍ଲୀ: ଆକାଶ ଏୟାର ପ୍ରୟାଗରାଜ ପାଇଁ ଫ୍ଲାଇଟର ଭଡ଼ା ୩୦ ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏଥିସହ ଏୟାରଲାଇନ ଏହି ସହର ପାଇଁ ଫ୍ଲାଇଟ୍‌ର ସଂଖ୍ୟା ବଢାଇଛି । ବୁଧବାର ନଗର ବିମାନ ମନ୍ତ୍ରାଳୟ…

ଏହି ରାଶିମାନଙ୍କ ଉପରେ ବର୍ଷିବ ମାଆ ଲକ୍ଷ୍ମୀଙ୍କ କୃପା, ଲାଭବାନ ସହ ଦୂର ହେବ ସମସ୍ୟା

ଓଡ଼ିଶା ଭାସ୍କର: ଆଜି ମାଘ ମାସ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥି ଏବଂ ଶୁକ୍ରବାର । ଦ୍ୱିତୀୟା ତିଥି ଆଜି ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ରହିବ । ଆଜି ଦ୍ୱିପ୍ରହର ପରେ ୩ଟା ୩୩ ମିନିଟ ପର୍ଯ୍ୟନ୍ତ ବରିୟାନ ଯୋଗ ରହିବ । ଏଥି…

ଏହି ଭିଟାମିନର ଅଭାବରେ ଆସିଥାଏ ଶୀଘ୍ର ନୀଦ, ରାତିସାରା ଶୋଇବା ପରେ ମଧ୍ୟ ସକାଳେ ରହିଥାଏ ଆଳସ୍ୟପଣ

ଓଡ଼ିଶା ଭାସ୍କର: ଯଦି ଆପଣଙ୍କୁ ରାତିରେ ଭଲ ଏବଂ ଗଭୀର ନିଦ ହୋଇଥାଏ, ତେବେ ଆପଣ ଦିନସାରା ସତେଜ ଅନୁଭବ କରିପାରିବେ। ତଥାପି, ବେଳେବେଳେ ରାତି ସାରା ଶୋଇବା ପରେ ମଧ୍ୟ ଶୋଇବା ସଂପୂର୍ଣ୍ଣ ହୋଇନଥାଏ। ସକାଳୁ ଉଠି ଦିନସାରା…

‘ରାସନ କାର୍ଡ ଫେରାଇବେନି ଠିକା କର୍ମଚାରୀ’, ସ୍ପଷ୍ଟୀକରଣ କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାକୁ କହି ନାହିଁ। ବଡ଼ ଚାକିରି କରି ନଥିବା ଲୋକଙ୍କୁ କାର୍ଡ…