ହଷ୍ଟେଲରେ ଶିଶୁକୁ ଜନ୍ମ ଦେଲେ ୧୦ମ ଛାତ୍ରୀ, ପରୀକ୍ଷା ଦେଇ ଫେରିବା ପରେ କଲେ ପ୍ରସବ
ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଏହି ଖବର ପାଇବା…