ମାତ୍ର ୫୦୦ ଟଙ୍କାରେ କୁମ୍ଭମେଳାରେ ପବିତ୍ର ବୁଡ଼! ଫଟୋ ବୁଡ଼ାଇ ପାପ ଧୋଇବାର ନୂଆ ଧନ୍ଦା
ବେଙ୍ଗାଲୁରୁ: ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୧୪୪ ବର୍ଷ ପରେ ମହାକୁମ୍ଭମେଳା ଚାଲିଛି। ଏହା ଆଉ ମାତ୍ର ୭ ଦିନ ବାକି ରହିଛି। ତେବେ ଏହାରି ମଧ୍ୟରେ ଆପଣ ଯଦି ପ୍ରୟାଗରାଜ ଯାଇପାରୁନାହାନ୍ତି ତେବେ ଆପଣଙ୍କ ପାଇଁ ଏକ…