ବଢିଲା E-KYC ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍‌ତି, ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ…

କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ; ଭାବବିହ୍ୱଳ ହୋଇ କହିଲେ- “କଂଗ୍ରେସ ଭବନ ମୋ ମନ୍ଦିର”

ଭୁବନେଶ୍ୱର: ପୁଣିଥରେ କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ। ସେ ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି। ୯ ମାସ ପରେ ଦଳକୁ ସୁର ରାଉତରାୟ ଫେରିଛନ୍ତି। ସେ ଦଳକୁ ଫେରି ରାହୁଲ ଗାନ୍ଧୀ, ଭକ୍ତ ଦାସଙ୍କୁ ଧନ୍ୟବାଦ…

ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ: ଗୃହ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ। ତେବେ ଅଧିବେଶନ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ହୋଇଥିଲା। ଚାଷୀ ପ୍ରସଙ୍ଗକୁ…

ମଦ ପିଇବାରେ ଏହି ରାଜ୍ୟର ମହିଳାମାନେ ଆଗୁଆ, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି। ସର୍ଭେ…

ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ଧମକ, WWE ରେସଲର କହିଲେ- ସେ ମିଳିଗଲେ..

ନୂଆଦିଲ୍ଲୀ: କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିବା ପାଇଁ ରଣବୀର ଆହ୍ଲାବାଦିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରଣବୀର ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ବି…

ପ୍ରୟାଗରାଜରେ ବୋଲେରୋ-ବସ୍ ଧକ୍କା, ମହାକୁମ୍ଭକୁ ଯାଉଥିବା ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 10 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ 19 ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ…

ଶନିଦେବଙ୍କର କୃପା ରହିବ ଏହି ରାଶିଙ୍କ ଉପରେ, ଅଟକିଥିବା କାର୍ଯ୍ୟ ହେବ ସଫଳ

ଓଡ଼ିଶା ଭାସ୍କର: ଆଜି ଫାଲଗୁନ କୃଷ୍ଣ ପକ୍ଷର ତୃତୀୟା ତିଥି ଏବଂ ଶନିବାର। ତୃତୀୟା ତିଥି ଆଜି ରାତି ୧୧ଟା ୫୩ ମିନିଟ ପର୍ଯ୍ୟନ୍ତ ରହିବ। ଆଜି ସାରା ଦିନ ଏବଂ ରାତି ପାର କରି ଆସନ୍ତାକାଲି ୮ଟା ୬ ମିନିଟ ପର୍ଯ୍ୟନ୍ତ ରହିବ…

ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ଜଣଙ୍କର ଚାଲିଗଲା ଜୀବନ

ବାଙ୍ଗିରିପୋଷି: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଛି। ଦୁର୍ଘଟଣାଟି ବିଳମ୍ବିତ ରାତିରେ ହୋଇଥିବା ଜଣାପଡିଛି।…

ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଛାତ୍ରଛାତ୍ରୀ ସେଣ୍ଟରକୁ ନେଇପାରିବେନି ଏହି ଜିନିଷ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଦଶମ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।ସେହିପରି ଦ୍ୱାଦଶ ପିଲାଙ୍କ ପରୀକ୍ଷା ଆଜିଠାରୁ…

JEE Mains 2025ରେ କେମିତି ହାସଲ କଲେ ୧୦୦ ସ୍କୋର, ଜାଣନ୍ତୁ ପଢିବା ପାଇଁ କିପରି କରିଥିଲେ ଷ୍ଟ୍ରାଟେଜୀ

ନୂଆଦିଲ୍ଲୀ: ଅହମଦାବାଦର ଶିବେନ ବିକାସ ତୋଶନୀୱାଲ JEE Mains 2025 ରେ ୧୦୦୦ NTA ସ୍କୋର ହାସଲ କରିଥିଲେ। ଶିବେନ ଲକ୍ଷୟା ଇଣ୍ଟରନେସନାଲ ସ୍କୁଲର ଛାତ୍ର ଏବଂ ବୋଧରା କ୍ଲାସେଜରେ ୪ ବର୍ଷର କ୍ଲାସରୁମ ପ୍ରୋଗ୍ରାମର…