କାଉଣ୍ଟର ଟିକେଟଠାରୁ କାହିଁକି ମହଙ୍ଗା ହୋଇଥାଏ ଅନଲାଇନ ଟ୍ରେନ ଟିକେଟ, ରେଳ ମନ୍ତ୍ରୀ ଦେଲେ ଜବାବ
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି। ପର୍ବ-ପର୍ବାଣୀ ଏବଂ ବିବାହ-ମହୋତ୍ସବ ସିଜନରେ ରେଳ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଦିନେ ସମୟ ଥିଲା ଯାତ୍ରୀମାନେ ରିଜର୍ଭେସନ କରିବା…