ବ୍ଲଡ୍ ଗ୍ରୁପ B+ ଲୋକଙ୍କର ଏପରି ହୋଇଥାଏ ସ୍ୱଭାବ, ଜାଣନ୍ତୁ ଏହି ୫ଟି ବଡ଼ କଥା
ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ ଆମ ଶରୀର ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। କାରଣ ଏହା କେବଳ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବିତ କରି ନଥାଏ, ଏହା ବ୍ଲଡ ଡୋନେସନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।…