‘AAP ଜିତିବ ୫୫ଟି ସିଟ୍’, ଦିଲ୍ଲୀ ନିର୍ବାଚନ ପ୍ରଚାରର ଶେଷ ଦିନ କେଜ୍ରିୱାଲଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଆଜି ପ୍ରଚାରର ଶେଷ ଦିନ। ଏହାରି ମଧ୍ୟରେ ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ମୋ ହିସାବରେ ଆପକୁ ନିର୍ବାଚନରେ ୫୫ ସିଟ ମିଳୁଛି।
ଯଦି ମାଆ-ଭଉଣୀ…