ମୌନି ଅମାବାସ୍ୟାରେ ଗଠନ ହେଉଛି ଏହି ୩ଟି ମହାଶୁଭ ଯୋଗ, ଆଜି ୫ କାର୍ଯ୍ୟ କରି ସବୁ ଦୁଃଖ କରନ୍ତୁ ଦୂର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ମୌନି ଅମାବାସ୍ୟା ଏକ ପବିତ୍ର ଦିନ। ପୂଜା କରିବା ବ୍ୟତୀତ ଏହି ଦିନ ଦାନ ଏବଂ ସ୍ନାନ ପାଇଁ ମଧ୍ୟ ବହୁତ ଶୁଭ ଅଟେ। ମହାକୁମ୍ଭର ଦ୍ୱିତୀୟ ଅମୃତ ସ୍ନାନ ମଧ୍ୟ ମୌନି ଅମାବାସ୍ୟାରେ…

ଏହି ରାଶିଙ୍କ ଉପରେ ରହିବ ଗଣେଶଙ୍କ ଆଶୀର୍ବାଦ, ହେବେ ଧନବାନ

ଓଡ଼ିଶା ଭାସ୍କର: ଆଜି ମାଘ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବୁଧବାର। ଅମାବାସ୍ୟା ତିଥି ଆଜ ସଂଧ୍ୟା ୬ଟା ୬ ମିନିଟ ପର୍ଯ୍ୟନ୍ତ ରହିବ। ଆଜି ସ୍ନାନଦାନ ଶ୍ରାଦ୍ଧର ଅମାବାସ୍ୟା। ଆଜି ରାତି ୯ଟା ୨୨ ମିନିଟ…

ମହାକାଶରେ ISROର ସେନ୍‌ଚୁରୀ: ଶ୍ରୀହରିକୋଟାରୁ ଲଞ୍ଚ ହେଲା ୧୦୦ତମ ରକେଟ

ନୂଆଦିଲ୍ଲୀ: ଭାରୀୟ ମହାକାଶ ଅନୁସନ୍ଧାନ କେନ୍ଦ୍ର ପାଇଁ ବୁଧବାର ଦିନ ଐତିହାସିକ ଏହିଛି। ISRO ଆଜି ଲଞ୍ଚର ସେନଚୁରୀ ଲଗାଇଛି। ଆଜି ସକାଳ ଠିକ ୬ଟା ୨୩ ମିନିଟରେ ଇସ୍ରୋ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ…

ସକାଳ ୧୧ପୂର୍ବରୁ ଏବଂ ରାତି ୧୧ଟା ପରେ ୧୬ ବର୍ଷରୁ କମ ପିଲାଙ୍କୁ ସିନେମା ହଲରେ ନୋ ଏଣ୍ଟ୍ରୀ, HC ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତେଲେଙ୍ଗାନା ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଯେ, ୧୬ ବର୍ଷରୁ କମ ବୟସର ପିଲାମାନେ ଏଣିକି ସିନେମା ହଲକୁ ରାତି ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ଫିଲ୍ମ ଦେଖିବାକୁ…

(Video) ଭାରତୀୟ ଚେସ୍ ଖେଳାଳି ବୈଶାଳୀଙ୍କ ସହ ହ୍ୟାଣ୍ଡସେକ୍ କରିବାକୁ ମନା କରିଥିଲେ ୟାକୁବୋଭ, ପରେ ମାଗିଲେ ଭୁଲ୍‌

ନୂଆଦିଲ୍ଲୀ: ଉଜବେକିସ୍ତାନ ଗ୍ରାଣ୍ଡମାଷ୍ଟର ନୋଡିରବେକ ୟାକୁବୋଭ ଭାରତୀୟ ଜିଏମ ଆର ବୈଶାଳୀଙ୍କ ସହ ହ୍ୟାଣ୍ଡସେକ କରିବାକୁ ମନାକରିବା ନେଇ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି କାରଣ ପାଇଁ ଟାଟା ଷ୍ଟିଲ…

ଲଡୁ ଭୋଗ ସମୟରେ ଖସିପଡିଲା ଷ୍ଟେଜ, ୭ ଜଣଙ୍କର ଚାଲିଗଲା ପ୍ରାଣ, ଅନେକ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ ଜୈନ ସମ୍ପ୍ରଦାୟର ନିର୍ବାଣ ମହୋତ୍ସବ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏଠାରେ 65 ଫୁଟ ଉଚ୍ଚ ଷ୍ଟେଜ ହଠାତ୍ ଖସି ପଡିଛି। ଏହି ଦୁର୍ଘଟଣାରେ 7…

ଉତ୍କର୍ଷ ଓଡ଼ିଶା କନକ୍ଲେଭ: ଅନୁଷ୍ଠାନିକ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।  ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶ ବିଦେଶର ନିବେଶକ,…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ଏୟାରପୋର୍ଟରୁ ବାହାରି ଜନତା ମଇଦାନ ଅଭିମୁଖେ ବାହାରିଛନ୍ତି । କିଛି ସମୟ ପରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବେ…

Chandrama Ast 2025: ଆରମ୍ଭ ହେବାକୁ ଯାଉଛି ଏହି ୩ ରାଶିଙ୍କର ସମସ୍ୟା, ତିନି ଦିନ ପାଇଁ ଅସ୍ତ ହେଉଛନ୍ତି ଚନ୍ଦ୍ରମା!

ଓଡ଼ିଶା ଭାସ୍କର: ଜ୍ୟେତିଷଙ୍କ ଗଣନା ଅନୁଯାୟୀ, ମଙ୍ଗଳବାର ୨୮ ଜାନୁଆରୀ, ୨୦୨୫ର ସକାଳ ୬ଟା ୨୩ମିନିଟରେ ଚନ୍ଦ୍ରମା ଅସ୍ତ ହେଉଛନ୍ତି । ସେ ୩ ଦିନ ପର୍ଯ୍ୟନ୍ତ ଅସ୍ତ ରହିବେ ଏବଂ ଗୁରୁବାର ୩୦ ଜାନୁଆରୀ ୨୦୨୫ର ସଂଧ୍ୟା ୬ଟା…

ଚାଷୀଙ୍କୁ ମିଳିଲା ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ରାଶି

ଭୁବନେଶ୍ୱର: ସତ୍ୟବାଦୀରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ରାଶି ମିଳିଛି । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନର କ୍ଷତିପୂରଣ ମିଳିଛି । ୨୪ଟି ପଞ୍ଚାୟତର ୯ ହଜାର ୭୫୧ ଜଣ ଚାଷୀଙ୍କୁ ସହାୟତା ମିଳିଛି । ୩…