Breaking News କୋଠା ଭୁଶୁଡ଼ି ୨ଜଣଙ୍କର ଚାଲିଗଲା ପ୍ରାଣ, ୧୨ ଆହତ Chinmayee Beura Jan 28, 2025 ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡୀ ସ୍ଥିତ କୌଶିକ ଏନକ୍ଲେଭରେ ଏକ ନିର୍ମାଣଧୀନ ୪ ମହଲା କୋଠା ଭୁଶୁଡ଼ି ପଡିଛି । ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ଜଣେ ୭ ବର୍ଷୀୟ ଶିଶୁ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।…
Astrology ବଡ଼ମାନଙ୍କ ପାଦ ଛୁଇଁ ପ୍ରଣାମ କଲେ ମିଳିବ ଅନେକ ଫାଇଦା, ଜାଣିଲେ କହିବେ ‘OMG’ Chinmayee Beura Jan 28, 2025 ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି, ପାଦ ଛୁଇଁବା ମଧ୍ୟ ସେଥିରୁ ଅନ୍ୟତମ। ପାଦ ଛୁଇଁବା କାହାକୁ ସମ୍ମାନ ଦେବାର ପ୍ରତୀକ, କିନ୍ତୁ ଏହାର ଅନେକ ଲାଭ ମଧ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ…
Breaking News ୩୦ ମିଟର ତଳକୁ ଖସିଲା ଦୃଶ୍ୟମାନ କ୍ଷମତା, ଘନ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ Chinmayee Beura Jan 28, 2025 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ କଲବଲ କରୁଛି ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ଯୋଗୁଁ ୩୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଗାଡ଼ି ଚଳାଇବା କଷ୍ଟକର ହୋଇଥିବା ବେଳେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।…
Breaking News ମାଆ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୯୪ ଲକ୍ଷ Chinmayee Beura Jan 27, 2025 ରାୟଗଡ଼ା: ମାଆ ବୋଲି ଡାକିଲେ ଓ କରୁଥିବା ମାଆ ମଝିଘରିଆଣୀଙ୍କ ପୀଠ ଖୁବ ପ୍ରସିଦ୍ଧ । ଏଠାରେ ଲୋକେ ଅନେକ ମନସ୍କାମନା କରିଥାଆନ୍ତି । ମାଆ ସମସ୍ତଙ୍କ ଡାକ ଶୁଣିଥାଆନ୍ତି । ତେବେ ବର୍ତ୍ତମାନ ମାଆ ମଝିଘରିଆଣୀଙ୍କ ମନ୍ଦିର…
Breaking News ମହାକୁମ୍ଭ: ରେକର୍ଡ ଭାଙ୍ଗିଲା ଫ୍ଲାଇଟ ଟିକେଟ, ଆଶ୍ଚର୍ଯ୍ୟ ହୋଇ ସରକାର ଡକାଇଲେ ମିଟିଂ Chinmayee Beura Jan 27, 2025 ନୂଆଦିଲ୍ଲୀ: 144 ବର୍ଷ ପରେ ବର୍ତ୍ତମାନ ପର୍ଯ୍ୟନ୍ତ 12 କୋଟିରୁ ଅଧିକ ଶ୍ରଦ୍ଧାଳୁ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। କେବଳ ଏତିକି ନୁହେଁ, ଏହା 13 ଜାନୁଆରୀରୁ ଆରମ୍ଭ ହୋଇ 26 ଫେବୃଆରୀ ପର୍ଯ୍ୟନ୍ତ…
Breaking News ମନୋଜ ଅହୁଜା ହେଲେ ଓଡ଼ିଶାର ମୁଖ୍ୟ ଆବାସିକ କମିଶନର Chinmayee Beura Jan 27, 2025 ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟ ଆବାସିକ କମିଶନରଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କର ସେବା ଅବଧି ୧…
Breaking News ଆଉ ଚାରିଦିନ ପରେ ସରିବ ରାସନ କାର୍ଡ ଇ-କେୱାଇସି ଅପଡେଟ୍, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ Chinmayee Beura Jan 27, 2025 ଭୁବନେଶ୍ଵର: ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରୀ ୩୧ ତାରିଖ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି…
Breaking News ସ୍ମୃତି ମନ୍ଦାନାଙ୍କୁ ମିଳିଲା ଆଇସିସି ୱାନଡେ ପ୍ଲେୟାର ଅଫ ଦ ଇୟରର ଆୱାର୍ଡ Chinmayee Beura Jan 27, 2025 ନୂଆଦିଲ୍ଲୀ: ଆଇସିସି ଦ୍ୱାରା ୨୦୨୪ରେ ଖେଳାଳିମାନଙ୍କୁ ସେମାନଙ୍କର ବେଷ୍ଟ ପ୍ରଦର୍ଶନ ପାଇଁ ଆୱାର୍ଡ ଦିଆଯାଇଛି । ଏହାରି ମଧ୍ୟରେ ମହିଳାମାନଙ୍କ ଆଇସିସି ପ୍ଲେୟାର ଅଫ ଦ ଇୟର ନାମରେ ଘୋଷଣା କରାଯାଇଛି । ଆଇସିସି ଏହି…
Breaking News ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ Chinmayee Beura Jan 27, 2025 ଭୁବନେଶ୍ୱର: ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ। ପଳାଶୁଣି ଅଞ୍ଚଳରୁ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ସୂଚନାନୁଯାୟୀ, ଯୁବକ ଜଣକ ବ୍ରାଉନସୁଗାର ମାମଲାରେ ଜେଲ ଯାଇ ଫେରିଥିଲେ। ନିଶା ସେବନ…
Breaking News Big Breaking: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା Chinmayee Beura Jan 27, 2025 ଭୁବନେଶ୍ୱର: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ସେ ଜଣେ ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ଅଫିସର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ଶୀର୍ଷ ପ୍ରଶାସନିକ…