ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା! ଦେହକୁ ଛୁଇଁବା ମାତ୍ରେ ଆପଣଙ୍କର ଇମୋସନକୁ ରିଡ୍ କରିବ ରୋବର୍ଟ
ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଖୁଲାସା ହୋଇଛି ଯେ, ଭବିଷ୍ୟତରେ ମଣିଷର ଇମୋସନକୁ ପଢିପାରିବ ରୋବର୍ଟ। ରୋବର୍ଟ ମଣିଷର ଦେହକୁ ଛୁଇଁ ଇମୋସନ ବା ଭାବନାକୁ ଜାଣିପାରିବ। ଏହା ମଣିଷର ଖୁସି ଏବଂ ଭୟ ଭଳି ଭାବାବେଗକୁ ତ୍ୱଚାର…