ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର: ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ। ପଳାଶୁଣି ଅଞ୍ଚଳରୁ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ସୂଚନାନୁଯାୟୀ, ଯୁବକ ଜଣକ ବ୍ରାଉନସୁଗାର ମାମଲାରେ ଜେଲ ଯାଇ ଫେରିଥିଲେ। ନିଶା ସେବନ…

Big Breaking: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୁବନେଶ୍ୱର: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ସେ ଜଣେ ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ଅଫିସର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ଶୀର୍ଷ ପ୍ରଶାସନିକ…

Waqf ଅଇନରେ ସଂଶୋଧନ; ଏନଡିଏର ୧୪ ପ୍ରସ୍ତାବ ପାସ୍‌, ବିରୋଧୀଙ୍କର ୪୪ଟି ପ୍ରସ୍ତାବ ଖାରଜ କଲା JPC

ନୂଆଦିଲ୍ଲୀ: ୱାକଫ ଆକ୍ଟରେ ସଂଶୋଧନ ନେଇ ବିରୋଧୀ ସାଂସଦଙ୍କ ସମସ୍ତ ପ୍ରସ୍ତାବକୁ ମିଳିତ ସଂସଦୀୟ କମିଟି (ଜେପିସି) ପ୍ରତ୍ୟାଖ୍ୟାନ କରିଛି। JPC ସୋମବାର ଅପରାହ୍ନରେ 14 ଟି ପରିବର୍ତ୍ତନ ସହିତ ୱାକଫ ସଂଶୋଧନ ବିଲ୍…

ଲିଭ୍‌-ଇନରେ ରହିବା ପାଇଁ କରିବାକୁ ପଡିବ ରେଜିଷ୍ଟ୍ରେସନ, ଜାଣନ୍ତୁ କେତେ ଲାଗିବ ଫିସ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତରାଖଣ୍ଡରେ ସୋମବାର ଅର୍ଥାତ ୨୭ ଜାନୁଆରୀରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହୋଇଛି । ୟୁସିସି ଅନୁଯାୟୀ ଲିଭ୍‌-ଇନ ରିଲେସନସିପ ପାଇଁ ରେଜିଷ୍ଟ୍ରେସନ କରିବା ଏବେଠାରୁ ବାଧ୍ୟତାମୂଳକ ହୋଇଯିବ ।…

(Video) ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ, ଜାଣନ୍ତୁ କେଉଁ ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯାଇଛି । ଏଥିସହ ଉତ୍ତରାଖଣ୍ଡ ୟୁସିସି ଲାଗୁ ହୋଇଥିବା ଦେଶର ପ୍ରଥମ ରାଜ୍ୟ ହୋଇଛି । ୟୁସିସି ଲାଗୁ…

ଆଜି ଶିବ ପୂଜାର ଦୁର୍ଲଭ ସଂଯୋଗ, ଗୋଟିଏ ଦିନର ଉପବାସରେ ପାଇବେ ୨ଟି ବ୍ରତର ଲାଭ

ଓଡ଼ିଶା ଭାସ୍କର: 27 ଜାନୁଆରୀ ସୋମବାର ଦିନ ଶିବ ପୂଜାର ଏକ ଦୁର୍ଲଭ ସଂଯୋଗ ରହିଛି। ସାଧାରଣତଃ ପ୍ରଦୋଷ ବ୍ରତ ଏବଂ ମାସିକ ଶିବରାତ୍ରୀ ଉପବାସ ପୃଥକ ଭାବରେ ପାଳନ କରାଯାଏ, କିନ୍ତୁ ଏଥର ଗୋଟିଏ ଦିନରେ ଏବଂ ସୋମବାର ଦିନ…

ଏଣିକି ସମସ୍ତେ ମାନିବେ ‘ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍’, ସରକାର ପ୍ରସ୍ତୁତ କଲେ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦେଶରେ 'ଏକ ଦେଶ ଏକ ସମୟ' ଲାଗୁ କରିବାକୁ ଯାଉଛନ୍ତି। ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ନିୟମ ପ୍ରସ୍ତୁତ କରିଛନ୍ତି। ଫେବୃଆରୀ 14 ପର୍ଯ୍ୟନ୍ତ…

ମଣିଷ ଦେହରେ ଧକ ଧକ ହେଲା ମେସିନ ହାର୍ଟ, ଦେଶରେ ପ୍ରଥମଥର ଘଟିଲା ଏଭଳି ଚମତ୍କାର

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ଏକ ମଣିଷ ଦେହରେ ମେସିନ ହୃଦୟ ସ୍ପନ୍ଦିତ ହୋଇଛି। ମେକାନିକାଲ ହାର୍ଟ ଇମପ୍ଲାଣ୍ଟ କରି ଜଣେ ମହିଳା ରୋଗୀଙ୍କୁ ନୂଆ ଜୀବନ ପ୍ରଦାନ କରାଯାଇଛି। ଦିଲ୍ଲୀ କ୍ୟାଟ ଆର୍ମି ହସ୍ପିଟାଲ ପ୍ରଥମ ଥର…

ଟ୍ରକରୁ ଅଟୋ ଉପରେ ଖସିପଡିଲା ରେଲୱେ ଟ୍ରାକ୍‌ର ରଡ୍‌, ଚାଲିଗଲା ୭ ଜୀବନ, ୬ ଆହତ

ନୂଆଦିଲ୍ଲୀ: ତେଲେଙ୍ଗାନାର ବାରଂଗଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୭ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ରେଲୱେ ଟ୍ରାକରେ ବ୍ୟବହାର…

ମହାକୁମ୍ଭ 2025: IIT ବାବା ଏମିତି କାହିଁକି କାନ୍ଦିଲେ! ନିଜେ ପାଉଥିବା ଯନ୍ତ୍ରଣା ବିଷୟରେ ଖୋଲିକି କହିଦେଲେ

ନୂଆଦିଲ୍ଲୀ: ପ୍ରୟାଗରେ ଚାଲିଛି ମହାକୁମ୍ଭ ମେଳା। ଏହି ମେଳାରେ ଅନେକ ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଆଇଆଇଟିର ବାବା। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…