ବର୍ଷର ପ୍ରଥମ ମାସରୁ ଛାଡ଼ି ଦିଅନ୍ତୁ ସକାଳ-ସଂଧ୍ୟାରେ ଚାହା ପିଇବା, ଏତିକି ଦିନରେ ହୋଇଯିବେ କୋଟିପତି, ଜାଣନ୍ତୁ ହିସାବ
ଓଡ଼ିଶା ଭାସ୍କର: ଚାହା ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣି ମଧ୍ୟ ଲୋକମାନେ ଏଥିପାଇଁ ପାଗଳ । ସକାଳ-ସଂଧ୍ୟା ଏବଂ କିଛି କାମ ନ ଥିବା ସମୟରେ ଚାହା ପିଇବା ବର୍ତ୍ତମାନ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି ।…