ବାରବାଟୀରେ ଦିନିକିଆ ମ୍ୟାଚ: ପ୍ରଥମଥର ଜୋମାଟୋରେ ମିଳିବ ଅନଲାଇନ ଟିକେଟ

କଟକ: ବାରବାଟୀରେ ହେବାକୁ ଥିବା ୱାନ୍ ଡେ’ ମ୍ୟାଚ ପାଇଁ ଟିକେଟ ବୁକିଂ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ। ତେବେ ଏ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଜୋମାଟୋରେ ଅନଲାଇନ ଟିକେଟ ବୁକ୍ କରିପାରିବେ…

ସତର୍କ ରୁହନ୍ତୁ ୧୮ ଜିଲ୍ଲା, ଚାରିଆଡ଼ ହୋଇଯିବ ଅନ୍ଧାର, ପାଣିପାଗ ଦେଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତ ପରିବର୍ତ୍ତେ ଗରମ ଅନୁଭୂତ ହେଉଛି। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ଆସନ୍ତୁ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ…

ମୁକେଶ ଅମ୍ବାନୀ ଏହି ସହରରେ ନିର୍ମାଣ କରିବେ ଦୁନିଆର ସବୁଠୁ ବଡ଼ ଡାଟା ସେଣ୍ଟର, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗୁଜରାଟର ଜାମନଗରରେ ଦୁନିଆର ସବୁଠୁ ବଡ଼ ଡାଟା ସେଣ୍ଟର ନିିର୍ମାଣ କରିବାର ପ୍ରସ୍ତୁତି ଚଳାଇଛନ୍ତି। ରିପୋର୍ଟ…

IND vs ENG: ଦ୍ୱିତୀୟ T20 ମ୍ୟାଚ ପାଇଁ Playing XI ଘୋଷଣା, ଟିମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡର ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ ମଧ୍ୟରୁ ଦ୍ୱିତୀୟ ମ୍ୟାଚ ପାଖେଇ ଆସିଲାଣି। ସିରିଜର ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ ଇଣ୍ଡିଆ ସାତ ୱିକେଟରେ ନିଜ ନାମରେ…

ମୁକେଶ ଅମ୍ବାନୀ ୟୁଜର୍ସଙ୍କୁ ଦେଲେ ଜାନୁଆରୀ ୨୬ ପୂର୍ବରୁ ଉପହାର, ଜିଓରେ ଆଜି ରିଚାର୍ଜ କଲେ ମିଳିବ ୮୪ ଦିନର ଭ୍ୟାଲିଡିଟି

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଜିଓ ୟୁଜର ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ରିଲାଏନ୍ସ ଜିଓର ଏହି ଧମକେଦାର ପ୍ଲାନ ଆପଣଙ୍କୁ ଖୁସି କରିଦେବ। ଯଦି ଆପଣ ଜାନୁଆରୀ 26 ପୂର୍ବରୁ ଜିଓର ଏହି ପ୍ଲାନରେ ରିଚାର୍ଜ କରୁଛନ୍ତି,…

ଦୁଃଖଦ ଘଟଣା; ବାଇକ ଉପରେ ମାଡ଼ିଗଲା ହାଇୱା, ୩ ମୃତ

ଯାଜପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଏକ ବାଇକ ଉପରେ ହାଇୱା ମାଡ଼ିଯିବାରୁ ଚାଲିଗଲା ୩ ଜୀବନ। ସୂଚନାନୁଯାୟୀ, ଏହି ଦୁର୍ଘଟଣାଟି ପାଣିକୋଇଲି ଥାନା ଷଠିପୁର ନିକଟରେ ଘଟିଥିବା।…

(Video) କେବେ ୫,୦୦୦ ଟଙ୍କିଆ ଇଟିଲି ଖାଇଛନ୍ତି କି? ଭାଇରାଲ ଭିଡିଓ ଦେଖିଲେ ଉଡ଼ିଯିବ ହୋସ

ନୂଆଦିଲ୍ଲୀ: ବେଙ୍ଗଲୁରୁ: ଇଟିଲି ଏକ ଶସ୍ତା ସୁନ୍ଦର ଦକ୍ଷିଣ ଭାରତୀୟ ଖାଦ୍ୟ, ଯାହା ପାଇଁ ସମସ୍ତେ ଦିୱାନା। ହେଲେ ଭାବିଲେ ଯଦି ଏହି ଇଟିଲି 10 ଟଙ୍କା ବଦଳରେ 5000 ଟଙ୍କା ହୁଏ ତେବେ? ବେଙ୍ଗାଲୁରୁର ଜଣେ କଣ୍ଟେଣ୍ଟ…

କଢେଇରେ ନୁହେଁ, ସ୍ତ୍ରୀର ମାଂସକୁ ପ୍ରେସର କୁକରେ କାହିଁକି ସିଝାଇଲା ସ୍ୱାମୀ, କ’ଣ ଚାହୁଁଥିଲା ଜହ୍ଲାଦ ପତି

ନୂଆଦିଲ୍ଲୀ: ଦେଶରେ ଲଗାତାର ଜଘନ୍ୟ ହତ୍ୟା ମାମଲା ଘଟୁଥିବା ବେଳେ ବର୍ତ୍ତମାନ ଏଭଳି ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସ୍ୱାମୀ ଜଣକ ସ୍ତ୍ରୀକୁ ମାରି ହତ୍ୟା କରିସାରିବା ପରେ, ତା’ର ମୃତଦେହକୁ ଛୋଟ ଛୋଟ…

‘ଚାଷୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ’, ମିଲରଙ୍କୁ ଚେତାବନୀ ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମିଲରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ, ମିଲରମାନେ ଚାଷୀଙ୍କୁ ହଇରାଣ କରନ୍ତୁ ନାହିଁ। ଯେଉଁମାନେ ଏ ନୀତି ଆପଣେଇବେ…

ଟ୍ରାଫିକ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ବାଣୀବିହାର ଛକରେ ବିକଟାଳ ହର୍ଣ୍ଣର ଯାଞ୍ଚ

ଭୁବନେଶ୍ୱର: ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍‌ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ…