CHARIDHAM

“ଶସ୍ୟରେ ଅଧିକ ସାର ବ୍ୟବହାର, ଶରୀର ପାଇଁ କ୍ଷତିକାରକ”, କୃଷିମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କରିବା ଶରୀର ପାଇଁ କ୍ଷତିକାରକ ବୋଲି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ସେ ସାର ବ୍ୟବହାରକୁ ପସନ୍ଦ କରୁନାହାନ୍ତି । ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ…

Asia Cup ପୂର୍ବରୁ ବିନ୍ଦାସରେ ବୁଲୁଛନ୍ତି ବୁମରା, ଏମିତି କାଟୁଛନ୍ତି ଛୁଟି, ପୁଅ ସହ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ନାମ ଏସିଆ କପ ପାଇଁ ଟିମ ଇଣ୍ଡିଆର ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ବୁମରା ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ଫେରିଛନ୍ତି। ବର୍ତ୍ତମାନ…

କଲରାପତରିଆ ବାଘ ଭୟରେ ଥରୁଛନ୍ତି ନୂଆପଡ଼ାବାସୀ

ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ଏଠାରେ ଗାଁ ବାସୀ ବାଘ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି। କୁମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଏହି ବାଘ ଗୋଟିଏ ଛେଳି ମାରି…

Big Breaking: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଳରାମଗାଡ଼ିରେ ଏକ ଟ୍ରଲରରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହି ୨ ମତ୍ସ୍ୟଜୀବୀଙ୍କ…

ଟ୍ରମ୍ପଙ୍କ ଟାରିଫ ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ଆମେରିକା ପାଇଁ ବନ୍ଦ କଲା ପୋଷ୍ଟାଲ ସର୍ଭିସ

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଭାରତ ଆକ୍ସନ ମୋଡରେ। ୨୫ ଅଗଷ୍ଟଠାରୁ ଆମେରିକା ପାଇଁ ଡାକ ସେବାଗୁଡ଼ିକୁ ନିଲମ୍ବିତ କରିଛି। ଭାରତୀୟ ଡାକ ବିଭାଗ ଶନିବାର ଏହାର ଘୋଷଣା କରିଛି।…

‘୩୦୦ ଅଗ୍ନିଶମ ପଦବୀ ପୂରଣ ହେବ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…

ହଇଚଇ; ଟ୍ରେନ ଏସି କୋଚରୁ ଉଦ୍ଧାର ହେଲା ୮ ବର୍ଷ ଶିଶୁର ମୃତଦେହ

ନୂଆଦିଲ୍ଲୀ: ମୁମ୍ବାଇ-କୁଶିନଗର ଏକ୍ସପ୍ରେସ ଟ୍ରେନର ଏସି କୋଚର ବାଥରୁମରେ ଡଷ୍ଟବିନ୍ ଭିତରେ ଏକ ଝିଅର ମୃତଦେହ ମିଳିଛି। ଏହାପରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ରେଳ ଅଧିକାରୀମାନଙ୍କୁ ତୁରନ୍ତ ଏ ବିଷୟରେ…

‘ଏହା ଏମିତି ସମ୍ପର୍କ ନୁହେଁ, ଯାହା ଭାଙ୍ଗିଯିବ..’, ଭାରତ-ଆମେରିକାର ବର୍ତ୍ତମାନ ସ୍ଥିତିକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟର କଥାବର୍ତ୍ତାକୁ ନେଇ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ନେଇ କଥାବର୍ତ୍ତା ଜାରି…

ପୁରୀ ବୁଲିବାକୁ ହାଇଦ୍ରାବାଦରୁ ଆସିଥିଲେ ପର୍ଯ୍ୟଟକ, ଭାସିଗଲେ ସମୁଦ୍ରରେ

ପୁରୀ: ସମୁଦ୍ରରେ ପର୍ଯ୍ୟଟକ ଭାସି ନିଖୋଜ ଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପୁରୀ ସମୁଦ୍ରରେ ଗାଧାଉଥିବା ବେଳେ ସମୁଦ୍ରରେ ଭାସିଯାଇଛନ୍ତି। ସୂଚନା ମୁତାବକ, ନିଖୋଜ ଥିବା ଯୁବକ ହାଇଦ୍ରାବାଦ ଅଞ୍ଚଳର ବିକାଶ…

ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳସ୍ତର, ଆଜି ଆହୁରି ୪ଟି ଗେଟ୍ ଖୋଲିଲା

ସମ୍ବଲପୁର: ଲଘୁଚାପ ପ୍ରଭାବରେ ବର୍ତ୍ତମାନ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଉପରମୁଣ୍ଡରେ ଅଧିକ ହେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍…