ଅଦ୍ଭୁତ ସ୍ତ୍ରୀ! ବିଲେଇର ଅଧିକ ଯତ୍ନ ନେଉଥିବାରୁ ସ୍ୱାମୀଙ୍କ ନାମରେ ଆଣିଲା ଅଭିଯୋଗ
ନୂଆଦିଲ୍ଲୀ: ଆମ ଦେଶର ଆଇନ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ହୋଇଛି । ହେଲେ କିଛି ଲୋକେ ଆଇନର ଅପବ୍ୟବହାର କେବଳ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ କରିଥାଆନ୍ତି । ଏପରି ଏକ ମାମଲା…