ଅଭୟା ମାମଲା: ‘ଆମକୁ କ୍ଷତିପୂରଣ ଦରକାର ନାହିଁ’, କହିଲେ ପୀଡ଼ିତାଙ୍କ ବାପା-ମାଆ
ଓଡ଼ିଶା ଭାସ୍କର: କୋଲକାତାରେ ଘଟିଥିବା ଅଭୟା ମାମଲାରେ ବର୍ତ୍ତମାନ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି। ତେବେ ଏହାରି ମଧ୍ୟରେ କ୍ଷତିପୂରଣ ଦରକାର ନାହିଁ ନ୍ୟାୟ ଦରକାର ବୋଲି କହିଲେ ପୀଡ଼ିତାଙ୍କ ମାଆବାପା।…