Breaking News ଆଜିଠୁ ଆରମ୍ଭ ହେଲା ରଥଭଙ୍ଗା କାମ, ପ୍ରଥମେ ଦେବଦଳନ ପରେ ତାଳଧ୍ୱଜ Chinmayee Beura Aug 22, 2025 ପୁରୀ: ପବିତ୍ର ରଥଯାତ୍ର ପର୍ବ ସରିବା ପରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଏହି ରଥଭଙ୍ଗା କାମ ଭୋଲ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ସୂଚନା ମୁତାବକ, ପ୍ରଥମେ ଦେବଦଳନ ରଥ ଭଙ୍ଗାଯିବା ପରେ ତାଳଧ୍ୱଜ ରଥ…
Breaking News ଆଜି ୭ ଘଣ୍ଟା ମିଳିବନି HDFC ବ୍ୟାଙ୍କର ସର୍ଭିସ, ସମୟ ପୂର୍ବରୁ କରିନିଅନ୍ତୁ ଜରୁରୀ କାମ Chinmayee Beura Aug 22, 2025 ନୂଆଦିଲ୍ଲୀ: ଦେଶର ବଡ଼ ପ୍ରାଇଭେଟ ବ୍ୟାଙ୍କ ମଧ୍ୟରୁ HDFC ବ୍ୟାଙ୍କ ଅନ୍ୟତମ। ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଲର୍ଟ ଜାରି କରିଛି। ବ୍ୟାଙ୍କ କହିଛି ଯେ, ଆଜି ରାତି ଅର୍ଥାତ ୨୨ ଅଗଷ୍ଟରେ କିଛି ଘଣ୍ଟା ପାଇଁ ଏହାର…
Breaking News ଆକ୍ସନ ମୋଡରେ ଭିଜିଲାନ୍ସ, ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଚଢ଼ାଉ Chinmayee Beura Aug 22, 2025 କଟକ: ସକାଳୁ ସକାଳୁ ଆକ୍ସନ ମୋଡ଼ରେ ଭିଜିଲାନ୍ସ। କଟକ ସିଡିଏମଓର ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଥିବା ଜଣାପଡିଛି। ଭିଜିଲାନ୍ସର ଛାନଭିନ କିଶୋର କୁମାର ସାହାଣିଙ୍କ ଘରେ ଚାଲିଛି। ଏକକାଳୀନ…
Featured ଜିରୋ ଇନଭେଷ୍ଟମେଣ୍ଟରେ ଆରମ୍ଭ କରନ୍ତୁ ଏହି ୫ଟି ବିଜନେସ୍, ଜାଣନ୍ତୁ ଘରେ ବସି କେମିତି ରୋଜଗାର କରିବେ ଟଙ୍କା Chinmayee Beura Aug 22, 2025 ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି। ଯଦି ଆପଣଙ୍କ ପାଖେ ଏକ ଲ୍ୟାପଟପ୍, ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଅଛି, ତେବେ ଆପଣ ଟଙ୍କା ଆରାମରେ ରୋଜଗାର କରିପାରିବେ।…
Breaking News Bronco Test କ’ଣ? ଏଣିକି ଏହି ଟେଷ୍ଟରେ ପାସ୍ କଲେ, ଖେଳାଳିଙ୍କୁ ଟିମରେ ମିଳିବ ସ୍ଥାନ, BCCI ଜାରି କଲା ଏହି ନିୟମ Chinmayee Beura Aug 21, 2025 ନୂଆଦିଲ୍ଲୀ: BCCI ଖେଳାଳିଙ୍କ ଫିଟନେସ୍ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ଜାରି କରିଛି। ଏହି ନିୟମର ନାମ ହେଉଛି Bronco ଟେଷ୍ଟ। ଏହାକୁ Rugbyରୁ କ୍ରିକେଟକୁ ନିଆଯାଇଛି। ଏଥିରେ ଖେଳାଳିଙ୍କର aerobic…
Breaking News ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା Chinmayee Beura Aug 21, 2025 ଭୁବନେଶ୍ୱର: ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର। ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ଏ ନେଇ ଘୋଷଣା ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଚନ୍ଦକା…
Breaking News ‘ଆଇଡି କାର୍ଡ ନଥିଲେ ବିଶ୍ୱବିଦ୍ୟାଳୟରେ ନୋ ଏଣ୍ଟ୍ରୀ’, ସବୁ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ Chinmayee Beura Aug 21, 2025 ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶୃଙ୍ଖଳା କମିଟି ବୈଠକ ବସିଛି। ଶୃଙ୍ଖଳା କମିଟି ବୈଠକ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ସବୁ ବିଭାଗର ମୁଖ୍ୟମାନେ ସାମିଲ…
Breaking News ‘ଧାନ ଛଡ଼ା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ’, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା Chinmayee Beura Aug 21, 2025 ଭୁବନେଶ୍ୱର: ଧାନ ଛଡ଼ା ଅନ୍ୟ ଫସଲକୁ ବି ପ୍ରୋତ୍ସାହନ ମିଳିବ। ସରକାର ଏ ନେଇ ଯୋଜନା କରୁଛନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ସମସ୍ୟାର ସମାଧାନ ହେଲେ ଆଉ ଗୋଟିଏ ଉପୁଜେ ବୋଲି କହିଲେ ରାଜସ୍ୱ…
Breaking News ‘ସେ ମୋତେ କହୁଥିଲା.. ସେଥିପାଇଁ ଛୁରୀ ଭୁଷିଦେଲି’, ସାଙ୍ଗକୁ ଚାଟ୍ରେ ସବୁ କହିଦେଲେ ହତ୍ୟାକାରୀ ୯ମ ଛାତ୍ର Chinmayee Beura Aug 21, 2025 ନୂଆଦିଲ୍ଲୀ:ଅହମଦାବାଦର ଏକ ଘରୋଇ ସ୍କୁଲରେ ଜଣେ 9ମ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ବୁଧବାର ହତ୍ୟା କରିଥିଲା। ପୋଲିସ ଅଭିଯୁକ୍ତ ଛାତ୍ରକୁ ହେପାଜତକୁ ନେଇଛି। ଏବେ ଅଭିଯୁକ୍ତଙ୍କ ଇନଷ୍ଟାଗ୍ରାମ ଚାଟ୍…
Breaking News ଚଳନ୍ତା ‘ଆମ ବସ୍’ରେ ଲାଗିଗଲା ନିଆଁ, ଜାଣନ୍ତୁ କେମିତି ଅଛନ୍ତି ଯାତ୍ରୀ Chinmayee Beura Aug 21, 2025 ଖୋର୍ଦ୍ଧା: ଗଡ଼ଖୋର୍ଦ୍ଧା ଛକରେ ଆମ ବସ୍ ଜଳିଯାଇଥିବା ଘଟଣା ସାମ୍ନାକୁ ଆସିଛି। ବସ୍ଟି ଯାତ୍ରିଙ୍କୁ ଧରି ଚାଲିଥିବା ବେଳେ ନିଆଁ ଲାଗିଯାଇଛି ବୋଲି ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ,…