ଏଣିକି ରାସନ କାର୍ଡ ଧାରକଙ୍କୁ ମିଳିବ କମ ଚାଉଳ, ସରକାର ୧ ନଭେମ୍ବରରୁ ଲାଗୁ କରିଛନ୍ତି ଏହି ନିୟମ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଯୋଜନାର ଲାଭ ସାରା ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅନେକ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ…

IND vs NZ: ନ୍ୟୁଜିଲ୍ୟାଣ୍ଡ ୨୫ ରନରେ ଜିତିଲା ତୃତୀୟ ଟେଷ୍ଟ, ଟିମ ଇଣ୍ଡିଆକୁ କଲା କ୍ଲିନ ସ୍ୱିପ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟିମ ୨୫ ରନରେ ବିଜ ହାସଲ କରିଛି। ଟିମ ଇଣ୍ଡିଆକୁ ୨୪ ବର୍ଷ ପରେ…

‘ଝାଡ଼ଖଣ୍ଡରେ ଲାଗୁ ହେବ ୟୁସିସି’, ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିର ଘୋଷଣା ପତ୍ର ଜାରି କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ବିଜେପି ଝାଡ଼ଖଣ୍ଡରେ କୁଶାସନ-ଦୁର୍ନୀତିର ଶେଷ କରିବେ ଏବଂ…

ଏହି ସପ୍ତାହରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ କରିପାରିବେନି ବ୍ୟାଙ୍କିଙ୍ଗ କାମ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଛି ଏବଂ ଆଜି ଭାଇ ଦୁଜ ପର୍ବ ପାଳନ କରାଯାଉଛି। ଏଥିସହ ଦୀପାବଳିର ୫ଦିନିଆ ଉତ୍ସବ ଆଜି ସମାପ୍ତ ହେଉଛି। ଦୀପାବଳି ପରେ ଆଜି ବିହାର-ପୂର୍ବ ଉତ୍ତର ପ୍ରଦେଶରେ ଛଟର ପର୍ବ ବଡ଼ ଧୁମଧାମର…

‘ଭୂଲ ଭୂଲୈୟା ୩’ ଭାଙ୍ଗିଲା କାର୍ତ୍ତିକ ଆର୍ଯ୍ୟନଙ୍କ ସବୁ ଫିଲ୍ମର ରେକର୍ଡ, ପ୍ରଥମ ଦିନ ରୋଜଗାର କଲା ୫୦ କୋଟି

ମୁମ୍ବାଇ: ‘ଭୂଲ ଭୂଲୈୟା ୩’ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମଟି ଭାରତରେ ବକ୍ସ ଅଫିସରେ କମାଲ ଓପେନିଙ୍ଗ କରିଥିଲା। ସେହିପରି ୱାଲର୍ଡୱାଇଡରେ ମଧ୍ୟ ବମ୍ପର ଓପେନିଙ୍ଗ କରିଛି। କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୂଲ…

ଛତିଶଗଡ଼ ସୁକମାରେ ନକ୍ସଲ ଆକ୍ରମଣ: ୨ ଯବାନ ଆହତ

ଛତିଶଗଡ଼: ସକାଳୁ ସକାଳୁ ନକ୍ସଲ ହମାଲ ଖବର ସାମ୍ନାକୁ ଆସିଛି। ଛତିଶଗଡ଼ ସୁକମାରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଝାରସୁଗୁଡାର୨ ଯବାନ ଆହତ ହୋଇଛନ୍ତି। ସୁକମା ସାପ୍ତାହିକ ହାଟରେ ନକ୍ସଲଙ୍କ ଆତର୍କିତ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ, କରାଗଲା ଇସ୍ତଫା ଦାବି

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୁର୍ଣ୍ଣ ମେସେଜ ଦିଆଯାଇଛି। ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା…

୨୦୨୫ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଆଜିଠୁ ଫର୍ମପୂରଣ

ଭୁବନେଶ୍ୱର: ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୧୮ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ‘କ’ ଓ ‘ଖ’ ବର୍ଗର…

(Video) ଭୟଙ୍କର ନିଆଁରେ ଜଳିଗଲା ୩ ବିଲ୍ଡିଂ, ମୁଖ୍ୟମନ୍ତ୍ରୀ କହିଲେ-ଘଟଣାଟି ଚିନ୍ତାଜନକ

ନୂଆଦିଲ୍ଲୀ:ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଶନିବାର ସଂଧ୍ୟାରେ ଏକ ଫ୍ୟାକ୍ଟ୍ରୀରେ ଭୀଷଣ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୩୫ଟି ଦମକଳ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଛି। ଦିଲ୍ଲୀର ଅଗ୍ନୀଶମ ସେବାର…

ହବିଷ୍ୟାଳୀ ଅଟୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩ ଆହତ

ବାଲୁଗାଁ: ସକାଳୁ ସକାଳୁ ବାଲୁଗାଁରୁ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ହବିଷ୍ୟାଳୀ ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଏନଏଚ-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ…