CHARIDHAM

ମଶାବତୀରୁ ମହାଭାରତ: ଧାରୁଆ ଅସ୍ତ୍ର ଧରି ଦୋକାନୀଙ୍କ ଘରେ ପଶିଗଲେ ୨୦ ଗୁଣ୍ଡା, ଆଉ ତା’ ପରେ..

ବାଲେଶ୍ୱର: ମଶାବତୀ ପାଇଁ ଏକ ବଡ଼ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ବାଲେଶ୍ୱରର ଘୋଡ଼ାପଦା ଛକରେ ଘଟିଥିବା ଜଣାପଡ଼ିଛି। ବୁଧବାର ରାତିରେ ଏହି ଛକରେ ଥିବା ଏକ ଚା’-ପାନ ଦୋକାନରେ ଏହି ଝଗଡ଼ା ହୋଇଥିଲା। ଏହି…

ଜେଲରେ କନେଷ୍ଟବଳଙ୍କୁ ନିର୍ଯାତନା ମାମଲା: କାଟିଥିଲେ ପ୍ରାଇଭେଟ୍ ପାର୍ଟ.. ୬ ପୋଲିସ କର୍ମୀ ଗିରଫ

ନୂଆଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ଜଣେ ପୋଲିସ କନଷ୍ଟେବଳ ଖୁର୍ସିଦ ଅହମ୍ମଦ ଚୌହାନଙ୍କୁ ଜେଲରେ ଅମାନବୀୟ ନିର୍ଯାତନା ଦିଆଯାଇଥିଲା। ଏହି ଅଭିଯୋଗରେ ବର୍ତ୍ତମାନ ସିବିଆଇ ଛଅ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ…

“କାଳ ଭୈରବ ସ୍ୱପ୍ନରେ ଆସିଥିଲେ, କହିଲେ ଦିଲ୍ଲୀ ଯାଅ”, ସିଏମ ରେଖା ଗୁପ୍ତାଙ୍କ ଆକ୍ରମଣକାରୀର ବଡ଼ ବୟାନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିବା ରାଜେଶ ଖିମଜୀର ବଡ଼ ବୟାନ ସାମ୍ନାକୁ ଆସିଛି। ପଚରାଉଚରାରେ ସେ କହିଛି ଯେ, ସେ ଶିବ ମନ୍ଦିର କରି ଶିବଲିଙ୍ଗ ପୂଜା କରେ। ଯେତେବେଳେ କୁକୁରକୁ…

ମଧ୍ୟବିତ୍ତ ଓ ଚାଷୀଙ୍କୁ ଆଶ୍ୱସ୍ତି, GST 2.0 ଉପରେ ଅର୍ଥମନ୍ତ୍ରୀ କହିଲେ- ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ମିଳିବ ଲାଭ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜିଏସଟି ଷ୍ଟ୍ରକଚରରେ ସଂସ୍କରଣ ହେବ। ଏଥିରେ ମଧ୍ୟବିତ୍ତ ବର୍ଗ, କୃଷକ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତି…

ସ୍କୁଲ-କଲେଜ ଛୁଟି; ଲୋକଙ୍କୁ କଲବଲ କଲାଣି ବର୍ଷା

ନୂଆଦିଲ୍ଲୀ: ଆଜି ଗୁଜୁରାଟରେ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆଇଏମଡି ଗୁଜୁରାଟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସେହିପରି ହିମାଚଳରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଏବଂ କଲେଜ ବନ୍ଦ…

ପ୍ରତିଦିନ ଭୋର ୩ଟାରୁ ୫ଟା ମଧ୍ୟରେ ନିଦ ଭାଙ୍ଗିଯାଉଛି କି? ତେବେ ଜାଣି ରଖନ୍ତୁ ଭଗବାନ ଆପଣଙ୍କୁ ଦେଉଛନ୍ତି ଏହି ସଙ୍କେତ

ଓଡ଼ିଶା ଭାସ୍କର: ପ୍ରତିଦିନ ଭୋର ୩ଟାରୁ ୫ଟା ମଧ୍ୟରେ ଆପଣଙ୍କର ନିଦ ଭାଙ୍ଗିଯାଉଥିଲେ, ଜାଣନ୍ତୁ ଏହା ଭଗବାନଙ୍କର ଏକ ସଙ୍କେତ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କର ଉଠିବା ସମୟ ପୂର୍ବରୁ ଆପଣଙ୍କର ନିଦ ଭାଙ୍ଗିଯାଉଛି,…

ଦୁଷ୍କର୍ମର ମିଛ ମାମଲା ଲଢି ଫସିଗଲେ ଓକିଲ ବାବୁ, ଭୋଗିବେ ଆଜୀବନ କାରାଦଣ୍ଡ, ଦେବେ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ମିଥ୍ୟା ଉପାୟରେ SC/ST ଆଇନ ଏବଂ ଦୁଷ୍କର୍ମ ଭଳି ଗମ୍ଭୀର ମାମଲା ପଞ୍ଜିକରଣ କରିଥିବା ଓକିଲ ଏବେ ଯିବେ ଜେଲ। ସାରା ଜୀବନ ପାଇଁ। ପରମାନନ୍ଦ ଗୁପ୍ତାଙ୍କୁ SC/ST ଆକ୍ଟରେ ବିଚାରପତି ବିବେକାନନ୍ଦ ଶରଣ…

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର, ଆଇନ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ମହିଳା ଏବଂ ଶିଶୁ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ…

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ୧୪ ଦିନ ପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ମହରୋଲୀ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଧୋକା ସନ୍ଦେହରେ ଜଣେ ବ୍ୟକ୍ତି ନିଜ ୩୦ ବର୍ଷର ସ୍ତ୍ରୀକୁ ହତ୍ୟା କରିଛି। ଏହାପରେ ସାଙ୍ଗମାନଙ୍କ ସହାୟତାରେ ମୃତଦେହକୁ…

(Video) ବାହାଘରରେ ବିନ୍ଦାସରେ ନାଚୁଥିଲା ବର, ସେତିକି ବେଳେ ଚପଲ ଖୋଲିଦେଲେ କନିଆଁ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ

ନୂଆଦିଲ୍ଲୀ: ବିହାର ଦିନ ବର ଏବଂ କନିଆଁ ପାଇଁ ଖାସ୍ ହୋଇଥାଏ। ଯଦି ବରଯାତ୍ରୀରେ ବର ଏବଂ କନିଆଁ ନାଚିଦେଲେ ତେବେ ମାହୋଲ ପୂରା ଧମାଲ ହୋଇଯାଏ। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ…