ଭାରତୀୟ ସେନାର ସାହାସୀ ‘ଫାଣ୍ଟମ’ ସହିଦ, ଛାତିରେ ବାଜିଲା ଆତଙ୍କବାଦୀଙ୍କ ଗୁଳି
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅଖନୂରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ ସେନାର ବାହାଦୂର କୁକୁର ଫାଣ୍ଟମ ସହିଦ ହୋଇଛି। ସେ ନିଜ ଛାତିରେ ଆତଙ୍କବାଦୀଙ୍କ ଗୁଳି ଖାଇଛି। K9 ଫାଣ୍ଟମ କୁକୁର ମୃତ୍ୟୁର…