ଶିବ ପଞ୍ଚାକ୍ଷର ମନ୍ତ୍ର ଦୂର କରିବ ଅକାଳମୃତ୍ୟୁ ଭୟ, ଧନ-ବିଦ୍ୟା ହେବ ପ୍ରାପ୍ତି
ଓଡ଼ିଶା ଭାସ୍କର: ହିନ୍ଦୁ ମାନ୍ୟତା ଅନୁଯାୟୀ, ସୋମବାର ଦିନ ଶିବଙ୍କ ଉପାସନା କରାଯାଏ। ତେବେ ଆଜିର ଦିନରେ ଶିବକୁ ପୂଜା କରି ସମସ୍ତେ ଶୁଭଫଳ ପାଇଥାନ୍ତି। ତେବେ ଏହି ପୂଜାର୍ଚ୍ଚନା ସହ ଯଦି ଆପଣ ଶିବ ପଞ୍ଚାକ୍ଷର ମନ୍ତ୍ର…