ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିଳିଲା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଦୁବାଇ: ମଧ୍ଯପ୍ରାଚ୍ଯରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ନିମିତ୍ତ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଦୁବାଇ ଠାରେ ଗତ ୦୮ ସେପ୍ଟେମ୍ବରରେ ଅନୁଷ୍ଠିତ…

ଆଦର ପୁନାୱାଲା ୧୦୦୦ କୋଟିରେ କିଣିବେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଅଂଶୋଧନ

ନୂଆଦିଲ୍ଲୀ: କୋଭିଡ ଭ୍ୟାକ୍ସିନ ତିଆରି କରୁଥିବା ବହୁଚର୍ଚ୍ଚିତ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟର ମାଲିକ ଆଦର ପୁନାୱାଲା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୀରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ବର୍ତ୍ତମାନ ଫିଲ୍ମ…

‘ମୋତେ ଅର୍ଶ ହୋଇଛି ଛୁଟି ଦରକାର’, ପ୍ରମାଣ ମାଗିବାରୁ ମାଲିକଙ୍କୁ ଏପରି ଫଟୋ ପଠାଇଲା କର୍ମଚାରୀ

ନୂଆଦିଲ୍ଲୀ: ଅର୍ଶ ରୋଗ ମଣିଷଙ୍କୁ ଅନେକ ସମସ୍ୟାରେ ପକାଇଥାଏ। ଏହା କଷ୍ଟକର ମଧ୍ୟ ହୋଇଥାଏ। ଗମ୍ଭୀର ମାମଲାରେ ଏଥିରୁ ରକ୍ତ ମଧ୍ୟ ବାହାରିଥାଏ। ସାଧାରଣ ଭାବେ ଏହାର ଚିକିତ୍ସା ଗରମ ପାଣିରେ ଗାଧୋଇବା, ମଲମ ଲଗାଇବା ଏବଂ…

ଅଲଟାଇମ ହାଇରେ ସୁନା-ରୂପା, ୨୮୦୦ ଟଙ୍କା ବଢିଲା ସିଲଭର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଦର

ନୂଆଦିଲ୍ଲୀ: ସୁନା-ରୂପା ଦର ଅଲଟାଇମ ହାଇକୁ ଆସିସାରିଛି ଏବଂ ଏମସିଏକ୍ସରେ ସୁନା ୪୫୦ ଟଙ୍କା ବଢି ୧୦ ଗ୍ରାମ ପିଛା ୭୮ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ଏହା ଏମସିଏକ୍ସରେ ସବୁଠୁ ଉଚ୍ଚତମ ସ୍ତରରେ ରହିଛି। ରୂପା ଦରରେ…

ଦିଲ୍ଲୀର ସ୍କୁଲ ପାଖରେ ବିସ୍ଫୋରଣ ମାମଲା: ଏକ୍ସପ୍ଲୋସିଭର ହୋଇଥିଲା ବ୍ୟବହାର, ଖୁଲାସା ହେଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିନୀ ଅଞ୍ଚଳ ସ୍ଥିତ ସିଆରପିଏଫ ବିଦ୍ୟାଳୟ ବାହାରେ ଗତକାଲି ଅର୍ଥାତ ରବିବାର ଦିନ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣକୁ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି। ଏହି ବିସ୍ଫୋରଣ ମାମଲାରେ…

କ୍ୟାଟ୍ରିନାଙ୍କଠାରୁ ପରିନୀତି ଚୋପ୍ରାଙ୍କ ପର୍ଯ୍ୟନ୍ତ, ବଲିଉଡ ଅଭିନେତ୍ରୀ ଏପରି ପାଳନ କଲେ କରୱା ଚୌଥ

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀମାନେ ନିଜ ସ୍ୱାମୀଙ୍କ ସହ କରୱା ଚୌଥ ଖୁବ ଆନନ୍ଦ ଉଲ୍ଲାସ ସହ ପାଳନ କରିଛନ୍ତି। ପାରମ୍ପରିକ ବସ୍ତ୍ର ପରିଧାନ କରି ସ୍ୱାମୀଙ୍କ ସହ ମନକୁ ଛୁଇଁଲା ଭଳି କ୍ୟାପସନ ସହ ଫଟୋ ସେୟାର କରିଛନ୍ତି…

ପୁରୁଷଙ୍କ ପେଟରୁ ବାହାରିଲା ଆଉ ଏକ ମଣିଷ ଶିଶୁ, ଅସ୍ତ୍ରୋପଚାର ବେଳେ ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ରନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ ଥିଲେ। ହେଲେ ଟିକେ ବଡ଼ ହେବାପରେ ତାଙ୍କ ପେଟ ଅନ୍ୟ ପିଲାଙ୍କଠାରୁ…

ବିବାହ ହୋଇପାରୁନଥିଲେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ କରନ୍ତୁ ଏହି ଉପାୟ, ଶିବଙ୍କ ପରି ପାଇବେ ବର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ସୋମବାରର ଅତ୍ୟନ୍ତ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁଯାୟୀ, ଭଗବାନ ଶିବଙ୍କର ଏହି ଦିନ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଦିନ ବାବା ଭୋଲେନାଥଙ୍କୁ ପୂଜା କରି ତାଙ୍କୁ ପ୍ରକୃତ…

୭୭୭୭୭ ଟଙ୍କାରେ ପହଞ୍ଚିଲା ସୁନା ଦର, ଗୋଟିଏ ସପ୍ତାହରେ ଦେଲା ଜବରଦସ୍ତ ରିଟର୍ଣ୍ଣ

ନୂଆଦିଲ୍ଲୀ: ସୁନା ଦର ଏହି ସମୟରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁନା ଦର ରେକର୍ଡରେ ରହିଛି। ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୭ହଜାର ୭୭୭ଟଙ୍କା ପାରି କରିଛି। ଏମସିଏକ୍ସରେ ୨୪ କ୍ୟାରେଟ ସୁନାର ମୂଲ୍ୟ…

ରାସନ କାର୍ଡ ଧାରକଙ୍କ ପାଖେ ରହିଲା ଏତିକି ଦିନ, ଏହା ନକଲେ ମିଳିବନି ଦୁଇଟି ଜିନିଷ

ନୂଆଦିଲ୍ଲୀ: ଭାରତ ସରକାର ନେସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁଯାୟୀ, ଗରିବ ଲୋକଙ୍କୁ କମ ମୂଲ୍ୟରେ ରାସନ ପ୍ରଦାନ କରୁଛନ୍ତି। ସରକାରଙ୍କ ଏହି ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ରାସନ କାର୍ଡର ଆବଶ୍ୟକତା ପଡିଥାଏ। ହେଲେ…