୩୬ ବର୍ଷରେ ଭାରତର ପ୍ରଥମ ପରାଜୟ, ବେଙ୍ଗଲୁରୁରେ ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୮ ୱିକେଟରେ ପରାଜୟ କରିଛି। ମ୍ୟାଚର ପଞ୍ଚମ ଦିନ କିୱି ଟିମକୁ ଜିଡିବା ପାଇଁ ୧୦୭ ରନ କରିଥିଲା, ଯାହାକୁ ଅତିଥି ଟିମ ୨ ୱିକେଟ…

ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ଼ ଖୁଲାସା, ଜେଲରେ ଥିବା ଗ୍ୟାଙ୍ଗଷ୍ଟରଙ୍କ ସଂପର୍କୀୟ ଭାଇ କହିଦେଲେ ଏହି କଥା

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇଙ୍କ ସଂପର୍କୀୟ ଭାଇ ଖୁଲାସା କରିଛନ୍ତି ଯେ, ତାଙ୍କ ପରିବାର ଗ୍ୟାଙ୍ଗଷ୍ଟରଙ୍କ ଦେଖାଶୁଣା କରିବା ପାଇଁ ପ୍ରତିବର୍ଷ ୩୫ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, କାରଣ ସେ ଜେଲରେ ଅଛନ୍ତି।…

ସକାଳୁ ସକାଳୁ ଦିଲ୍ଲୀର କ୍ୟାମ୍ପସ ସ୍କୁଲ ପାଖରେ ବିସ୍ଫୋରଣ, ବ୍ଲାଷ୍ଟ ପୂର୍ବରୁ ପୋଲିସକୁ ମିଳିଥିଲା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ଦିନ ବିସ୍ଫୋରଣ ଘଟିଛି। ଏଥିରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ବିସ୍ଫୋରଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ବିଦ୍ୟାଳୟ ପାଚେରୀ…

ଏହି ବାରରେ ଜନ୍ମ ହୋଇଥିବା ପିଲା ହୋଇଥାଆନ୍ତି ଭାଗ୍ୟଶାଳୀ, ସବୁଥିରେ ହୁଅନ୍ତି ସଫଳ

ଓଡ଼ିଶା ଭାସ୍କର: ପିଲାଟି ଜନ୍ମ ହେବାରେ ଘରେ ଖୁସିର ଲହରୀ ଖେଳିଯାଏ। ଏଥିସହ ସେ କେଉଁ ଦିନ ଜନ୍ମ ହୋଇଛି, ତାର ରାଶି, ନକ୍ଷତ୍ର ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱ ରଖିଥାଏ। ତେବେ ଜନ୍ମ ବାରର ମଧ୍ୟ ଅନେକ ମହତ୍ତ୍ଵ…

(Video) ଫ୍ୟାନ ପଚାରିଲେ RCBକୁ ଆସିଯାଅ, ରୋହିତ ଶର୍ମା ଦେଲେ ଏହି ବଡ଼ ହିଣ୍ଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଏକ ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ମାତ୍ର ୮୫ ରନ କରି ଟେଷ୍ଟ ମ୍ୟାଚ ଜିତିଥିଲା ଏହି ଟିମ, ଜାଣନ୍ତୁ କାହା ନାମରେ ଅଛି ଏହି ୱାର୍ଲଡ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଟିମକୁ ବେଙ୍ଗଲୁରୁ ଟେଷ୍ଟ ଜିତିବା ଲାଗି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ଭାବେ ଖେଳିବା ଆବଶ୍ୟକ। ଭାରତ ପ୍ରଥମ ଇଂନିସରେ ୪୬ ରନରେ ଅଲଆଉଟ ହେବା ପରେ ଦ୍ୱିତୀୟ ଇଂନିସରେ ୪୬୨ ରନ କରି Kiwi ଟିମ…

ସ୍ଲିପର ବସ୍‌-ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୮ ଶିଶୁ ସମେତ ୧୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସ୍ଲିପର ବସ୍ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୮ ଜଣ ଶିଶୁଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ ୧୧ରେ ଏହି…

ପ୍ରାଇଭେଟ ଫଟୋକୁ ନେଇ ବ୍ଲାକମେଲ କଲେ ମିଳିବ ଏହି ଦଣ୍ଡ, ଜାଣନ୍ତୁ କେଉଁଠି କରିବେ ଅଭିଯୋଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ଡାଟାକୁ ସୁରକ୍ଷିତ ରଖିବା କମ ହେବାରେ ଲାଗିଛି। ଲୋକେ ନ ଚାହିଁ ମଧ୍ୟ ଅନେକ ଥର ଏପରି ଭୁଲ କରନ୍ତି, ଯାହା ତାଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଥାଏ। ବେଳେବେଳେ ଲୋକେ ନିଜ…

୬ ଦିନରେ ୭୦ ବିମାନକୁ ମିଳିଲା ବୋମା ଆତଙ୍କର ଧମକ, ଏବେ ଇଣ୍ଡିଗୋର ୫ଟି ଫ୍ଲାଇଟ୍ସକୁ ଥ୍ରେଟ କଲ

ନୂଆଦିଲ୍ଲୀ: ଏୟାରଲାଇନ୍ସକୁ ବୋମା ଥ୍ରେଟ ମାମଲା ଲଗାତାର ବଢିବାରେ ଲାଗିଛି। ଏହାରି ମଧ୍ୟରେ ଶନିବାର ଦିନ ଇଣ୍ଡିଗୋର ୫ଟି ବିମାନକୁ ବୋମାରେ ଉଡାଇବାର ଧମକ ମିଳିଛି। ଆକାସା ଏୟାରଲାଇନର ପାଞ୍ଚଟି ଫ୍ଲାଇଟ୍ସକୁ ମଧ୍ୟ ବୋମା…

ଅଳ୍ପକେ ବର୍ତ୍ତିଗଲେ ବେଞ୍ଜାମିନ୍ ନେତାନ୍ୟାହୁ, ଇସ୍ରାଏଲ ପିଏମଙ୍କ ଘରକୁ ଟାର୍ଗେଟ କଲା ହିଜବୁଲ୍ଲାହ

ନୂଆଦିଲ୍ଲୀ:ଲେବାନନ ଶନିବାର ଇସ୍ରାଏଲ ଉପରେ ପ୍ରତିଶୋଧ ଆକ୍ରମଣ କରିଛି। ରିପୋର୍ଟ ମୁତାବକ, ଲେବାନନ ପକ୍ଷରୁ ଏକ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ମଧ୍ୟ ଇସ୍ରାଏଲ ସହର କେସରିୟାରେ ଏକ ଘର ଉପରେ କରାଯାଇଛି।…