ସହୀଦଙ୍କ ସ୍ତ୍ରୀଙ୍କୁ ଅପମାନ କରିଥିବା ବ୍ୟକ୍ତିର ତ୍ରାହି ନାହିଁ, ପୋଲିସ ନେଲା ଏଭଳି ନିଷ୍ପତ୍ତି ଜୀବନ ସାରା ପସ୍ତାଇବ

ନୂଆଦିଲ୍ଲୀ: ସହୀଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କ ସ୍ତ୍ରୀ ସ୍ମୃତି ସିଂହଙ୍କ ବିରୋଧରେ ଅଭଦ୍ର ଟୁପ୍ପଣୀ କରିବାର ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଏହି ମାମଲାରେ ସୋସିଆଲ ମିଡିଆରେ…

(Video) ଅରବିନ୍ଦ କେଜ୍ରିୱାଲଙ୍କର ହଜମ ହେଉନି ଜେଲର ରୁଟି, ୮.୫ କିଲୋ କମିଲା ଓଜନ, କୋମାକୁ ଯିବାର ବିପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ତାଙ୍କର ଜେଲରେ ଦିଆଯାଉଥିବା ରୁଟି ହଜମ ହେଉନି । ୨୧ ମାର୍ଚ୍ଚରୁ…

(Video) ଦୁଃଖରେ ହସିବା ଶିଖିଲେ ହିନା ଖାନ, ବ୍ରେଷ୍ଟ କ୍ୟାନ୍ସରରେ ଚୁଟିକାଟି ଭିଡିଓ ସେୟାର କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ସିରିୟଲ ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସର ଭଳି ଭୟଙ୍କର ରୋଗ ସହ ଲଢୁଛନ୍ତି । ଅଭିନେତ୍ରୀ କିଛି ସମୟ ପୂର୍ବରୁ ଖୁଲାସା କରିଥିଲେ ଯେ, ସେ କ୍ୟାନ୍ସରର ତୃତୀୟ ଷ୍ଟେଜରେ ଅଛନ୍ତି ।…

ଏଣିକି ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ନେଇପାରନ୍ତି ଦିଲ୍ଲୀର LGଙ୍କ ପରି ନିଷ୍ପତ୍ତି, ଜାଣନ୍ତୁ କିପରି..

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଶନିବାର ଦିନ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମରେ ସଂଶୋଧନ କରି ଉପରାଜ୍ୟପାଳଙ୍କୁ ଅଧିକ ଅଧିକାର ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରାଳୟ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର…

Elon Musk ଆଣୁଛନ୍ତି ନୂଆ ଫିଚର, ଏଣିକି X ପୋଷ୍ଟରେ ଆସୁଥିବା ରିପ୍ଲାଏକୁ କରିପାରିବେ Dislike

ନୂଆଦିଲ୍ଲୀ: ଏଲନ ମସ୍କ ଏବଂ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଚର୍ଚ୍ଚାରେ ରହିଛି । ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ…

(Video) ଅନନ୍ତଙ୍କ ବରଯାତ୍ରୀରେ ‘ଚୋଲୀ କେ ପିଛେ କ୍ୟା ହୈ’ ରେ ଠୁମକା ଲଗାଇଲେ ମାଧୁରୀ, ଦେଖନ୍ତୁ କିପରି ଝୁମିଲା ସାରା ବଲିଉଡ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ରାଜକୀୟ ଢଙ୍ଗରେ ହୋଇଛି । ଏହି ବିବାହରେ ହଲିଉଡ ଏବଂ ବଲିଉଡର କଳାକାରମାନେ ଯୋଗ ଦେଇତିବା ନଜର ଆସିଛନ୍ତି । ତେବେ ବର୍ତ୍ତମାନ ଅନନ୍ତ-ରାଧିକାଙ୍କ ବିବାହର…

ବର ବେଶରେ ନଜର ଆସିଲେ ଅନନ୍ତ ଅମ୍ବାନୀ, ବରଯାତ୍ରୀ ନେଇ ବିବାହ ମଣ୍ଡପରେ ପହଞ୍ଚିଲେ ଅମ୍ବାନୀ ପରିବାର

ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ ସଜବାଜ ହୋଇ ପରିବାର ସହ ୱେଡିଙ୍ଗ ଭେନ୍ୟୁରେ ପହଞ୍ଚିଛନ୍ତି । ଯେଉଁଠାରେ ବରଯାତ୍ରୀଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିସାରିଛି…

Zomato ରୁ ଖାଦ୍ୟ ଅର୍ଡର କରିବା ପରେ କିପରି ଡିଲିଟ କରିବେ ହିଷ୍ଟ୍ରୀ, ସିଇଓ ଜାରି କଲେ ନୂଆ ଫିଚର

ନୂଆଦିଲ୍ଲୀ: ଆପଣ ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋରେ ଖାଦ୍ୟ ମଗାଇଥିବେ । ଅନେକ ଥର ଆପଣଙ୍କ ପରିବାରରେ ଏହି ଖାଦ୍ୟ ଅର୍ଡର କରିବାକୁ ନେଇ ଝଗଡା ଲାଗିଥିବ । ଆପଣଙ୍କ ଆପରେ ଥିବା ଅର୍ଡର ହିଷ୍ଟ୍ରୀକୁ ଯାଇ କିଏ ଦେଖିକି…

ଚୀନକୁ ପଛରେ ପକାଇଲା ଭାରତ! ଖୁସି କରିଦେବ ରିପୋର୍ଟ, ପଢନ୍ତୁ

ନୂଆଦିଲ୍ଲୀ: ଭାରତର ରିୟଲ ଇଷ୍ଟେଟ ବଜାରରେ ଚୀନକୁ ପଛରେ ପକାଇଛି ଏବଂ ବର୍ତ୍ତମାନ ଦକ୍ଷିଣ ଏସିଆର ସବୁଠାରୁ ବଡ଼ ରିଆଲିଟି ବଜାର ହୋଇଯାଇଛି । ହୁରୂନ ରିସର୍ଚ ଇନଷ୍ଟିଚ୍ୟୁଟ ଜାରି ରିପୋର୍ଟରେ କହିଛି ଯେ, ଭାରତରେ ୧ ଆରବ…

ଲିଭ-ଇନରେ ରହିବାକୁ ଚାହୁଁଛନ୍ତି କି? ପ୍ରଥମେ ଆପଣଙ୍କ ବାପା-ମାଆଙ୍କୁ ଜଣାଇବେ ସରକାର, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା ଉତ୍ତରାଖଣ୍ଡର ଅନୁସନ୍ଧାନ ରିପୋର୍ଟ ଆଜି ଜାରି କରିଛନ୍ତି । ଏହି ବିଲ୍ କୁ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ ଏବଂ ୟୁସିସି ବିଲ୍ କୁ ଲାଗୁ କରିବା ରାଜ୍ୟ ମଧ୍ୟରେ ପ୍ରଥମ…