Breaking: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସରକାରୀ ସହ ସମସ୍ତ ଘରୋଇ ସ୍କୁଲ ସକାଳୁଆ ହୋଇଛି । ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ବିଦ୍ୟାଳୟରେ ଚାଲିବ ପାଠପଢା ।…

ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ: ୨ ମୃତ

ଭଦ୍ରକ: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ପିଟିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସ୍କର୍ପିଓ ଡ୍ରାଇଭର…

ଶୀତଳା ଅଷ୍ଟମୀ ପଡୁଛି କାଲି, ରୋଗ ମୁକ୍ତ ରହିବା ପାଇଁ ଏପରି କରନ୍ତୁ ପୂଜା

ଓଡ଼ିଶା ଭାଷ୍କର: ୨ ଏପ୍ରିଲରେ ଶୀତଳା ଅଷ୍ଟମୀ ପାଳନା କରାଯିବ । ଶୀତଳା ଦେବୀଙ୍କ ପୂଜା ସୂର୍ଯ୍ୟଦୋୟ ପୂର୍ବରୁ କରିବା ଆବଶ୍ୟକ । କାରଣ ମାଆ ଶିତଳତାର ପ୍ରତୀକ ଅଟନ୍ତି । ଶୀତଳ ଅଷ୍ଟମୀର ପୂଜାରେ ଦେବୀଙ୍କୁ ଥଣ୍ଡା ଜାତୀୟ…

Big Breaking: ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ

ଅନୁଗୁଳ: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ତଳ ଥାନା କରତପଟା ନିକଟରେ ଏପରି ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣାପଡିଛି ।…

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ, ସୂଚନା ଦେଲେ ସ୍ୱାମୀ ବସନ୍ତ କୁମାର ଛୋଟରାୟ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଶାନ୍ତିଲତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ସୂଚନା…

ସର୍ବାଧିକ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନା ଏବଂ ରୂପା ଦର, ଜାଣନ୍ତୁ ୧୦ ଗ୍ରାମ Gold ର ମୂଲ୍ୟ କେତେ

ନୂଆଦିଲ୍ଲୀ: ଭାରତୀୟ ସରଫା ବଜାରରେ ଆଜି ଏପ୍ରିଲ ୧ରେ ସୁନା ଏବଂ ରୂପା ମହଙ୍ଗା ହୋଇଯାଇଛି । ମଜବୁତ ଗ୍ଲୋବାଲ ଟ୍ରେଡ ମଧ୍ୟରେ ଭାରତୀୟ ସରଫା ବଜାରରେ ଦଶ ଗ୍ରାମ ସୁନା ମହଙ୍ଗା ହୋଇ ୬୮,୪୨୦ ଟଙ୍କା ହୋଇଯାଇଛି । ଏକ କିଲୋ…

ଜେଲରେ କାହାକୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଜେଲ ପ୍ରଶାସନଙ୍କୁ ଦେଲେ ଏହି ୬ ଜଣଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ପ୍ରଶାସନଙ୍କୁ ଭେଟିବା ପାଇଁ ବ୍ୟକ୍ତିଙ୍କ ନାମର ତାଲିକା ପ୍ରଦାନ କରିଛନ୍ତି । ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ପ୍ରଶାସନଙ୍କୁ ୬ ଜଣ ଖାସ…

ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ଦାବି: ଆସନ୍ତା କାଲି ସକାଳ ୧୦ଟାରେ କରିବେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ଆତିଶୀ ସୋମବାର ଦିନ କହିଛନ୍ତି ଯେ, ସେ ମଙ୍ଗଳବାର ସକାଳ ୧୦ଟାରେ ବଡ଼ ଖୁଲାସା କରିବେ । ଆପ ନେତା ନିଜେ ଟ୍ୱିଟ କରି ଏହି ସୂଚନା ଜାରି କରିଛନ୍ତି…

ଟୋଲକୁ ନେଇ ଆସିଲା ବଡ଼ ଖବର: ପରିବହନ ମନ୍ତ୍ରଣାଳୟ ଏବଂ NHAI ସ୍ପଷ୍ଟ କଲେ ଏହି କଥା

ନୂଆଦିଲ୍ଲୀ: ଦେଶରେ ଯାନବାହନ ଚାଳକଙ୍କ ପାଇଁ ଆସିଲା ବଡ଼ ଖବର । ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବନି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଟୋଲ ଦରକୁ…

ଜଣେ ବ୍ୟକ୍ତିଙ୍କର ଦୁଇଟି ପ୍ରାଇଭେଟ ପାର୍ଟ; ଯୁବକଙ୍କ ଠାରେ ବିକଶିତ ହେଲା ମହିଳା ଯୌନାଙ୍ଗ, ଆଶ୍ଚର୍ଯ୍ୟଜନକ ସର୍ଜରୀ କଲେ ଡାକ୍ତର

ନୂଆଦିଲ୍ଲୀ: ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଛତିଶଗଡ଼ ଆୟୁବିଜ୍ଞାନ ସଂସ୍ଥା ସିମ୍ସରେ ମେଡିକାଲ ହିଷ୍ଟ୍ରୀର ଏହା ଏକ ବିରଳ ମାମଲା ଅଟେ । ଏଠାରେ ଜଣେ ଯୁବକଙ୍କର ଦୁଇଟି ଯୌନାଙ୍ଗ ଦେଖିବାକୁ…