Breaking News ସାଇକେଲରେ ଯାଉଥିବା ଛାତ୍ରଙ୍କ ଉପରେ ମାଡିଗଲା ବସ, ୩ ମୃତ Chinmayee Beura Mar 22, 2024 ନୂଆଦିଲ୍ଲୀ: ଶୁକ୍ରବାର ସକାଳେ କାନପୁରର ଘାଟପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତ ଗତିରେ ଆସୁଥିବା ବସ୍ ସାଇକେଲରେ ଯାଉଥିବା ତିନିଜଣ ସାଙ୍ଗଙ୍କ ଉପରେ ମାଡିଯାଇଥିଲା ଏବଂ…
Breaking News ଦାମ ରାଉତଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Chinmayee Beura Mar 22, 2024 ଭୁବନେଶ୍ୱର: ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ଦାମୋଦର ରାଉତଙ୍କ ଅବଦାନ ସ୍ମରଣୀୟ । ପରିବାର…
Breaking News ଦୁଇ ଦିନିଆ ଗସ୍ତରେ ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ସାହର ସହ କରାଯାଉଛି ସ୍ୱାଗତ Chinmayee Beura Mar 22, 2024 ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନରେ ପହଞ୍ଚିଛନ୍ତି। ଭୁଟାନର ପାରୋ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଉଛି। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ…
Breaking News ଭୁଷୁଡ଼ିଲା ନଦୀ ବ୍ରିଜ: ୧ ଶ୍ରମିକ ମୃତ, ଅନେକ ଆହତ Chinmayee Beura Mar 22, 2024 ନୂଆଦିଲ୍ଲୀ: ଶୁକ୍ରବାର ବିହାରର ସୁପାଲରେ ନିର୍ମାଣ ହେଉଥିବା ବ୍ରିଜର ସ୍ଲାବ ଖସିପଡି ଏକ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଅନେକ ଶ୍ରମିକ ବ୍ରିଜ ତଳେ ଦାବି…
ଖବର ‘ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି’: ଦାମ ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ Chinmayee Beura Mar 22, 2024 ଭୁବନେଶ୍ୱର: ଆଜି ସକାଳ ୫.୨୩ରେ ଏକ ଘରୋଇ ହସ୍ପିଟାଲରେ ବିଜୁ ଜନତା ଦଳର ନେତା ଦାମ ରାଉତଙ୍କ ପରଲୋକ ଘଟିଛି । ରାଜନୀତିରେ ଏକ ଯୁଗର ଅବସାନ ଘଟିବା କଥା କୁହାଯାଉଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Breaking News ଆପଲ ବିରୋଧରେ ମାମଲା ରୁଜୁ, ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି Chinmayee Beura Mar 22, 2024 ନୂଆଦିଲ୍ଲୀ: ଦୁନିଆର ବଡ଼ ଟେକ କମ୍ପାନୀ ଆପଲ ବିରୋଧରେ ଆମେରିକାରେ ମକଦ୍ଦମା କରାଯାଇଛି । ସ୍ମାର୍ଟଫୋନକୁ ମାର୍କେଟରେ ଏକଚାଟିଆ କାରିବା ଏବଂ ପ୍ରତିଯୋଗିତା ହଟାଇବାର ଅଭିଯୋଗ ଲାଗିଛି । ଆମେରିକା ନ୍ୟାୟ ବିଭାଗ ଏହି…
Featured ପ୍ରଥମ ହୋଲିର ରଙ୍ଗ ଲଗାଇଲେ ରାମଲଲା, ଅଯୋଧ୍ୟାରେ ଉଡିଲା ଗୋଲାପି ଅବିର, ଦେଖନ୍ତୁ ଫଟୋ Chinmayee Beura Mar 21, 2024 ନୂଆଦିଲ୍ଲୀ: ଭାରତରେ ହୋଲିର ଉତ୍ସବ ଆରମ୍ଭ ହୋଇସାରିଲାଣି । ମଥୁରା-ବୃନ୍ଦାବନରେ ହୋଲିର ଚର୍ଚ୍ଚା ସାରା ଦୁନିଆରେ ହେଉଛି । ଏହି ସମୟରେ ଏଥର ଅଯୋଧ୍ୟାର ହୋଲି ମଧ୍ୟ କମାଲ ହେବାକୁ ଯାଉଛି । ଏଥର ଏଠାରେ ଖାସ ପ୍ରସ୍ତୁତି…
Featured ‘ଆମେ ୨ ଆମର ଦୁଇ’ ଠାରୁ ଦୂରେଇ ଯାଉଛନ୍ତି ଲୋକେ, ୨୦୨୫ ପର୍ଯ୍ୟନ୍ତ ଭାରତରେ କମିଯିବ ଜନସଂଖ୍ୟା Chinmayee Beura Mar 21, 2024 ନୂଆଦିଲ୍ଲୀ: ଦେଶରେ ଏବେ ‘ଆମେ ଦୁଇ ଆମର ଦୁଇ’ର ପ୍ରଥା କମିବାରେ ଲାଗିଛି । ଏହା କାରଣ ବହୁ ସଂଖ୍ୟାରେ ଲୋକେ ଗୋଟିଏ ପିଲା ଜନ୍ମ ଦେବାକୁ ଚାହୁଁଛନ୍ତି । ଏହା ଚାଲୁଥିବାରୁ ଜନ୍ମହାର ୨୦୫୦ ପର୍ଯ୍ୟନ୍ତ କମିଯିବ ବୋଲି…
Featured (Video) ପିକନିକ ଆରମ୍ଭ ହେବା ପୂର୍ବରୁ ହୋଇଗଲା ଶେଷ, ଦେଖନ୍ତୁ ଭିଡିଓ Chinmayee Beura Mar 21, 2024 ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଭିଡିଓ ଆସୁଛି ଯାହାକୁ ଦେଖି ଆପଣ ଦିନ ସାରା ଖୁସି ରହୁଛନ୍ତି । ହସୁଥିବା ଭିଡିଓ ଅନେକ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Breaking News ‘କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ କରାଗଲା ଫ୍ରିଜ’, ସରକାରଙ୍କ ଉପରେ ଅଭିଯୋଗ ଲଗାଇଲେ ମଲ୍ଲିକାର୍ଜୁନ ଖଡ଼ଗେ Chinmayee Beura Mar 21, 2024 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ପାର୍ଟୀର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ତେବେ ଗୁରୁବାର ଦିନ କଂଗ୍ରେସ ମୁଖ୍ୟାଳୟରେ ପ୍ରେସ କନଫରେନ୍ସ କରି ମଲ୍ଲିକାଜୁଁନ ଖଡ଼ଗେ…