ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ଝାଡଖଣ୍ଡ ହାଇକୋର୍ଟ ପ୍ରତ୍ୟାଖ୍ୟାନ କଲେ ପିଟିସନ

ନୂଆଦିଲ୍ଲୀ: ଏହି ମାମଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଜଡ଼ିତ । ରାହୁଲ ଗାନ୍ଧୀ ନିମ୍ନ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସମନ ଲାଗି ହାଇକୋର୍ଟରେ ପହଁଚିଥିଲେ । ଦୁଇ ପକ୍ଷର ଶୁଣାଣି…

ଗୋଆରେ ୬ ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କଲା ରୁଷ ନାଗରିକ, POCSO ଆକ୍ଟ ଅନୁଯାୟୀ ମାମଲା ରୁଜୁ

ନୂଆଦିଲ୍ଲୀ: ଗୋଆରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷର ନାଗରିକ ଏକ ୬ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଫେବୃଆରୀ ୪ ତାରିଖ ରାତିରେ ଘଟିଥିଲା।…

୨୦ ଲକ୍ଷ ଟଙ୍କାର ଲୋନ କରି ଗାର୍ଲଫ୍ରେଣ୍ଡକୁ ଦେଲେ ଗିଫ୍ଟ, ଏବେ ଥାନାରେ କହୁଛନ୍ତି- ସେ ଫୋନ ରିସିଭ୍ କରୁନି

ପାଟଣା: ବିହାରର ମୁଜାଫରପୁରରେ ଏକ ଅଦ୍ଭୁତ ପ୍ରେମ କାହାଣୀ ସାମ୍ନାକୁ ଆସିଛି। କାହାଣୀ ଏପରି ଯେ କେବଳ ସାଧାରଣ ଲୋକ ନୁହଁନ୍ତି, ପୋଲିସ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାରେ ଜଣେ ଯୁବକ ପୋଲିସ ଷ୍ଟେସନରେ ଅଭିଯୋଗ…

NPS ରେ ନିବେଶ କରିବା ଏବେ ଆହୁରି ହେବ ସୁରକ୍ଷିତ, PFRDA ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ଏନପିଏସର ପରିଚାଳନା କରୁଥିବା ସରକାରୀ ସଂସ୍ଥା ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଟ ଡେଭଲପମେଣ୍ଟ ଅଥୋରିଟୀ ପକ୍ଷରୁ ନେସନାଲ ପେନସନ ସିଷ୍ଟମକୁ ନେଇ ନୂଆ ନିୟମ ଜାରି କାରିଛି । ଏବେ ସିଆରଏ ସିଷ୍ଟମରେ ଟୁ…

୫୬ ପଇସା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ ଆଉ କେଉଁଥିରେ କେତେ କମିଛି ଦର

ନୂଆଦିଲ୍ଲୀ: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି ଏବଂ Brent Crude Oil ମୂଲ୍ୟ ପ୍ରାୟ ୮୪ ଡଲାରରେ ପହଞ୍ଚିଛି। ଏହି ସମୟରେ ସରକାରୀ ତୈଳ କମ୍ପାନୀଗୁଡିକ ଶୁକ୍ରବାର ସକାଳେ ଛାଡିଥିବା…

ଆଜି ମାଘ ପୁର୍ଣ୍ଣିମା ଏବଂ ଶୁକ୍ରବାରର ଶୁଭ ସଂଯୋଗରେ କରନ୍ତୁ ଏହି କାମ, ଘରର କବାଟ ବାଡେଇବେ ମାଆ ଲକ୍ଷ୍ମୀ

ଓଡ଼ିଶା ଭାସ୍କର: ଆଜି ରାତିରୁ ମାଘ ପୂର୍ଣ୍ଣିମା ପାଳନ କରାଯିବ । ଚଳିତ ବର୍ଷ ଏହି ମାଘ ପୂର୍ଣ୍ଣିମା ଦୁଇ ଥର ପଡୁଛି । ଏପରି ଦୁଇ ଦିନ ଯେଉଁ ପୂର୍ଣ୍ଣିମା ପଡେ ପ୍ରଥମ ଦିନକୁ ବ୍ରତାଦି କୁହାଯିବା ବେଳେ ଦ୍ୱିତୀୟ ଦିନକୁ…

Big Breaking: ସ୍କୁଟିରେ ଗଲା ବେଳେ ଧକ୍କା ଦେଲା ଟ୍ରକ, ପରିବାରର ୩ ମୃତ

କେନ୍ଦୁଝର: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସ୍କୁଟିରେ ଗଲା ବେଳେ ଟ୍ରକ୍ ଏମାନଙ୍କୁ ଜୋରରେ ଧକ୍କା ଦେଇଛି, ଫଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସର ଛାନଭିନ…

(Video) କ୍ୟାନ୍ସରରେ ପୀଡ଼ିତ ଜେଜେ ମାଆଙ୍କୁ ଦେଖି କାନ୍ଦିବାକୁ ଲାଗିଲା ନାତି, ଭିଡିଓ ଦେଖି ଆଖିରେ ରହିବନି ଲୁହ

ନୂଆଦିଲ୍ଲୀ: ଦୁନିଆରେ ଜେଜେ ମାଆ ଏବଂ ନାତିର ସଂପର୍କ ନିଆରା । ପିଲାଦିନେ ଜେଜେ ମାଆର କାହାଣୀ ଏକ ଅଲଗା ଦୁନିଆକୁ ନେଇଯାଏ । ପିଲାମାନଙ୍କ ଯେଉଁ ଜିଦିକୁ ମମି ପୂରଣ କରିପାରନ୍ତିନି ତାକୁ ଜେଜେ ମାଆ ପୂରଣ କରିଥାଆନ୍ତି ।…

(Video) ଏପରି କ’ଣ ଘଟିଲା ଯାହା ପାଇଁ ପ୍ରଧାନମନ୍ତ୍ରୀ କାରରୁ ବାହାରି ରାସ୍ତାରେ ଚାଲିବାକୁ ଲାଗିଲେ, ଜାଣନ୍ତୁ କାରଣ

ବାରଣାସୀ: କାଶୀକୁ କୋଟି କୋଟି ଟଙ୍କା ଉପହାର ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ପହଁଚିଛନ୍ତି । ବାରଣାସୀରେ ପହଁଚିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କର ଆକ୍ସନ ଦେଖିବାକୁ ମିଳିଛି । ସେ ବିଳମ୍ବିତ…

ମନୋହର ଯୋଶୀଙ୍କ ପରଲୋକ, ହୃଦଘାତରେ ବୁଜିଲେ ଆଖି

ମୁମ୍ବାଇ: ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ ଘଟିଛି । ମନୋହର ଯୋଶୀଙ୍କ ଆଜି ଦ୍ୱିପ୍ରହର ୨ଟାରେ ଶବସତ୍କାର ହେବ । ଗତକାଲି ଖବର ଆସିଥିଲା ଯେ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର…