ଦୁନିଆରେ ଏପରି ୩ ଜଣ ଅଛନ୍ତି, ଯିଏ ବିନା ପାସପୋର୍ଟରେ ମଧ୍ୟ ସବୁଆଡେ ଯାଇପାରିବେ!

ନୂଆଦିଲ୍ଲୀ: ଯେତେବେଳେ କେହି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାସପୋର୍ଟ। ଏପରିକି କୌଣସି ଦେଶର ସବୁଠାରୁ ବଡ ଭିଆଇପି ଅନ୍ୟ ଦେଶକୁ ଯିବାବେଳେ ତାଙ୍କ ସହିତ…

ବୁଲାକୁକୁରଙ୍କ ପାଖରୁ ମିଳିଲା ଭୟଙ୍କର ଜୀବାଣୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଦିଲ୍ଲୀର ବୁଲାକୁକୁରଙ୍କ ଠାରୁ Candida auris ନାମକ ଏକ ଜୀବାଣୁକୁ ଚିହ୍ନଟ କରିଛନ୍ତି । କ୍ୟାଣ୍ଡିଡା ଆରିସ ରୋଗ ସୃଷ୍ଟି କରୁଥିବା ଏକ ଫଙ୍ଗସ ଅଟେ । ଯାହାର ଜୀବିତ କଲ୍ଚର ନ୍ୟୁଟେରଡ…

ଜାମୁ କୋଳିର ମଞ୍ଜି ଫୋପାଡିବା ପୂର୍ବରୁ ଜାଣନ୍ତୁ ଏହାର ଫାଇଦା, ବହୁ ରୋଗ ପାଇଁ ଏହା ରାମବାଣ

ସାଧାରଣତଃ ବର୍ଷ ଦିନେ ଜାମୁ କୋଳି ବହୁ ମାତ୍ରାରେ ମିଳିଥାଏ। ସମସ୍ତେ କଳା ଏବଂ ମିଠା ଜାମୁ ଖାଇବାକୁ ପସନ୍ଦ କରନ୍ତି। ଯେହେତୁ ଜାମୁ ଏକ କୋଳି, ଏହାର ମଞ୍ଜି ମଧ୍ୟ ଅଛି, କିନ୍ତୁ ଏହା ଅନ୍ୟ ଫଳର ମଞ୍ଜି ଠାରୁ ଭିନ୍ନ।…

‘ଏବେ ମୁଁ ହିନ୍ଦୁ ଏବଂ ଭାରତୀୟ’: PUBG ଖେଳରେ ପ୍ରେମ ହୋଇଥିବା ପାକିସ୍ତାନୀ ମହିଳା କହିଲେ ଏହି କଥା

ନୋଏଡା: ଶନିବାର ଦିନ ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମିକ ସଚିନ ମୀନା ଜେଲରୁ ବାହାରିଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି।…

(Video) ପେଟ୍ରୋଲିଂ ସମୟରେ ବନ୍ୟା ଜଳରେ ଭାସିଗଲେ ୨ ସେନା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଜାମ୍ମୁ: ଜାମ୍ମୁ କାଶ୍ମୀରର ଦୂର ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ନଦୀ ପାର ହେଉଥିବା ବେଳେ ଭାରତୀୟ ସେନାର ନାଏବ ସୁବେଦାର କୁଲଦୀପ ସିଂ ବନ୍ୟାରେ ଭାସି ଯାଇଛନ୍ତି। ଜାମ୍ମୁରେ ପ୍ରତିରକ୍ଷା ବିଭାଗର PRO…

ଲଗାଣିଆ ବର୍ଷାରେ ବିଲ୍ଡିଂ ଭୁଷୁଡ଼ି ୧୪ ଜଣଙ୍କ ମୃତ୍ୟୁ: କ୍ଷତିଗ୍ରସ୍ତ ଅଟ୍ଟାଳିକାରେ ରହୁଥିଲେ ଭୂମୀହୀନ ଲୋକେ

ବ୍ରାଜିଲ: ବ୍ରାଜିଲରେ ଏକ କୋଠା ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହେବ ଖବର ସାମ୍ନାକୁ ଆସିଛି। ସେଠାରେ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲୋକଙ୍କୁ ଟାଣି ନେଇ…

କିଏ ଏହି ଯୁବକ? ଯାହାର ଗୀତ ଶୁଣି ପ୍ରଧାନମନ୍ତ୍ରୀ ମୋଦୀ କଲେ ଆଲିଙ୍ଗନ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଜଣେ ଯୁବକଙ୍କୁ ଆଲିଙ୍ଗନ କରିଥିଲେ। ଯୁବକ ଜଣକ ନାଟୁ-ନାଟୁ ଗୀତକୁ ପିଏମ ମୋଦୀଙ୍କୁ ଶୁଣାଇଥିଲେ।…

(Video) ନୂଆ ରଙ୍ଗରେ ଦେଖାଦେଲା ବନ୍ଦେଭାରତ ଟ୍ରେନ, ଏହାର ଭିନ୍ନ ରୂପ ଆପଣଙ୍କୁ ମଧ୍ୟ ଆସିବ ପସନ୍ଦ

ଚେନ୍ନାଇ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଦିନ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା (ଆଇସିଏଫ୍) ପରିଦର୍ଶନ କରି ଏହି କାରଖାନାରେ ତିଆରି ହେବାକୁ ଥିବା ବନ୍ଦେ ଭାରତ ଟ୍ରେନର ନିର୍ମାଣ କାର୍ଯ୍ୟକଳାପ ଉପରେ ନଜର…

ସୁଦାନରେ ଏୟାର ଷ୍ଟ୍ରାଇକ୍: ଶିଶୁ ଓ ମହିଳା ସମେତ ୨୨ ଜଣଙ୍କ ମୃତ୍ୟୁ

ଖାର୍ତୁମ୍ : ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ଏକ ଏୟାର ଷ୍ଟ୍ରାଇକରେ ୨୨…

ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ଏହି ଦୁଇ ରାଜ୍ୟ! ୫ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଯେ, ଜୁଲାଇ ମାସରେ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବାର ଉପହାର ଦେଇପାରନ୍ତି।…