fbpx
BSKY
BJD MC SKY
BJD YOUTH SKY

Big Breaking: ବିଜେପିରେ ସାମିଲ ହେଲେ ପ୍ରଦୀପ ପ୍ରାଣିଗ୍ରାହୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି । ବର୍ତ୍ତମାନ ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ୨୦୨୦ ନଭେମ୍ବର ୨୯ରେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ତେବେ ଏତେ ବର୍ଷର ଅବଧି ମଧ୍ୟରେ ସେ ବର୍ତ୍ତମାନ ବିଜେପିରେ ସାମିଲ ହୋଇ ଖୁସି ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.