‘ବଞ୍ଚ କି ମର, କିଛି ଫରକ ପଡୁନି’, ମୋବାଇଲ ନିଶା ପାଇଁ ପୁଅର ଜୀବନ ନେଲା ବାପା

ନୂଆଦିଲ୍ଲୀ: ମୋବାଇଲ ନିଶା ଦେଖି ବାପା ରାଗିକି ପୁଅର ଜୀବନ ନେଇଛି। ଏହି ଘଟଣା ବେଙ୍ଗଲୁରୁରେ ଘଟିଛି। ପୁଅର ମୋବାଇଲ ଫୋନ ନିଶା ଏବଂ ପାଠପଢାରେ ତା’ର ଆଗ୍ରହ ନ ଆସିଥିବାରୁ ପିତା ଜଣକ ପୁଅର ହତ୍ୟା କରିଛନ୍ତି। ପିତାର…

Breaking: ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମ୍‌ର ଚଢ଼ାଉ

କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇସାରିଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଜଗିଛି ସିଏମସି ସ୍ୱାସ୍ଥ୍ୟ ଟିମ୍‌। ବାସିଖାଦ୍ୟ ଖାଇ କିଏ ବି ଅସୁସ୍ଥ…

‘ଲସ୍କର-ଏ-ତାଇବାର ସିଇଓ କହୁଛି’, ରିଜର୍ଭ ବ୍ୟାଙ୍କକୁ ଆସିଲା ଧମକପୂର୍ଣ୍ଣ ଫୋନ କଲ୍‌

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଲା ଧମକପୂର୍ଣ୍ଣ କଲ। ଏହି କଲ୍ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଆସିଥିଲା। କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେ ଲସ୍କର-ଏ-ତାଇବାର ସିଇଓ। ଏହି ରିଜର୍ଭ…

୨୧ ବର୍ଷୀୟ ଛାତ୍ରର ଉତ୍ପାତ, କଲେଜରେ ପଶି ଛୁରୀରେ କଲେ ଆକ୍ରମଣ, ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ ଚୀନର ଏକ ବିଜନେସ ସ୍କୁଲରେ ଶନିବାର ଦିନ ବଡ଼ ଘଟଣା ଘଟିଛି। ଏହି ବିନନେସ ସ୍କୁଲରେ ଛୁରୀ କରାଯାଇଥିବା ଆକ୍ରମଣରେ ଆଠଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୭ଜଣ ଲୋକେ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ…

ଛାଡ଼ଖାଇରେ ବଡ଼ ଅଘଟଣ; ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପ: ସକାଳୁ ସକାଳୁ ଅଘଟଣ। ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍‌। କାର୍ତ୍ତିକ ମାସ ପରେ ଆଜି ଲୋକେ ଛାଡଖାଇ ପାଳନ କରୁଛନ୍ତି। ଶନିବାରରେ ବିଛା ସଂକ୍ରାନ୍ତି ପଡିଥିବାରୁ ଲୋକେ ଛାଡଖାଇରେ ଆମିଷ ଖାଇପାରିନଥିଲେ।…

ଶୀତଦିନେ ଏହି ଖାଦ୍ୟ ଖାଇଲେ ସର୍ବଦା ରହିବେ ଯୁବା, ଚର୍ମରେ ଆସିବନି କୁଞ୍ଚନ

ଓଡ଼ିଶା ଭାସ୍କର: ସମସ୍ତେ ଚିରଦିନ ପାଇଁ ଯୁବା ଦେଖାଯିବାକୁ ଚାହାଁନ୍ତି, ବାର୍ଦ୍ଧକ୍ୟ ତ ଦିନେ ନ ଦିନେ ଆସିବ ହେଲେ ଏପରି ତରୁଣ ଦେଖାଯିବା ପାଇଁ କଠିନ ପରିଶ୍ରମ ଏବଂ ସୁସ୍ଥ ଅଭ୍ୟାସକୁ ଜୀବନରେ ଅନ୍ତର୍ଭୁକ୍ତ କରିବାକୁ…

‘ବାଲି’ ପାଇଁ ତ ବାଲିଯାତ୍ରା.. ଜାଣନ୍ତୁ ଐତିହ୍ୟର ସେହି ବାଣିଜ୍ୟ ଗାଥା

କଟକ: ଓଡ଼ିଆ କ୍ୟାଲେଣ୍ଡର ହିସାବରେ କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ। କଟକ ଗଡଗଡିଆ ଘାଟରେ ଏହି ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ପାଳିତ ହୋଇଆସୁଛି। ତେବେ ଏହାର ଐତିହ୍ୟ ବାଣିଜ୍ୟ ସହ…

ଓମଫେଡ଼ ପ୍ଲାଣ୍ଟରେ ଲାଗିବ CCTV, ବଜାରରେ ଖୁବଶୀଘ୍ର ଆସିବ OMFED ପାଣି ଏବଂ ଚକୋଲେଟ୍

ଭୁବନେଶ୍ୱର: ଓମଫେଡ଼ରେ କ୍ୱାଲିଟି ଓ କ୍ବାଣ୍ଟିଟି ପାଇଁ ପ୍ଲାଣ୍ଟରେ ସିସିଟିଭି ଲାଗିବ। ଓମଫେଡ଼ ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ। ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ଓମ୍ଫେଡର…

ଆତଙ୍କବାଦୀମାନେ ବର୍ତ୍ତମାନ ନିଜ ଘରେ ବି ନାହାନ୍ତି ସୁରକ୍ଷିତ; ନାମ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନାମ ନ ନେଇ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଭାରତ ବର୍ତ୍ତମାନ ପରିବର୍ତ୍ତନ ହୋଇସାରିଛି । ଆତଙ୍କବାଦୀମାନେ ବର୍ତ୍ତମାନ ନିଜ ଘରେ ମଧ୍ୟ ସୁରକ୍ଷିତ ଭାବେ…

ମନୋବିଜ୍ଞାନ ଅନୁସାରେ ଏହିମାନଙ୍କ ପାଖେ ଥାଏ ଚାଣକ୍ୟଙ୍କ ବୁଦ୍ଧି, ୮ଟି ଲକ୍ଷଣ ଉପରେ ଦିଅନ୍ତୁ ଧ୍ୟାନ

ଓଡ଼ିଶା ଭାସ୍କର: ଆଚାର୍ଯ୍ୟ ଚାଣକ୍ୟ ଜଣେ ବହୁ ଜ୍ଞାନୀ ଏବଂ ପୁରାତନ ସମୟର ପଣ୍ଡିତ ଥିଲେ। ସେ ନୀତି ଶାସ୍ତ୍ର ରଚନା କରିଥିଲେ ଯାହା ଆଜିର ସମୟରେ ମଧ୍ୟ ବହୁ ଗୁରୁତ୍ୱ ରଖେ। ତେବେ ନୀତି ଶାସ୍ତ୍ରରେ ଆଚାର୍ୟ୍ୟ ଚାଣକ୍ୟ…