ଇତିହାସ ରଚିଲା Microsoft: ଦୁନିଆର ସବୁ କମ୍ପାନୀଙ୍କୁ ପଛରେ ପକାଇ ଅଧିକାର କଲା ନମ୍ବର-୧ ସ୍ଥାନ
ନୂଆଦିଲ୍ଲୀ: ଟେକ କମ୍ପାନୀ ମାଇକ୍ରୋସଫ୍ଟର ସେୟାର ଏହି କିଛି ଦିନ ହେବ ବୃଦ୍ଧି ପାଇବାରେ ଲାଗିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହୃତରେ କମ୍ପାନୀକୁ ବହୁ ପରିମାଣରେ ଲାଭ ମିଳୁଛି । ଏହି ଲାଭରେ ମାଇକ୍ରୋସଫ୍ଟ ଏପରି…