ଖୁସି ଖବର! ରଥଯାତ୍ରା ସମୟରେ ପୁରୀରେ ହେବ ବର୍ଷା, କମିଯିବ ଗୁଳିଗୁଳି

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଠାରୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତାକାଲି ରଥଯାତ୍ରାରେ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ମିଳିଛି ।…

Youtubeକୁ ହଟାଇବା ପାଇଁ ଏଲନମସ୍କଙ୍କ ପ୍ଲାନ! ଟ୍ୱିଟରରେ ଆଣୁଛନ୍ତି ଏହି ଫିଚର

ନୂଆଦିଲ୍ଲୀ: ଟ୍ୱିଟର ଏକ ନୂଆ ଆପ୍ ବିକଶିତ କରୁଛି ଯାହା ଏକ ଭିଡିଓ ଆପ୍ ଭଳି କାମ କରିବ। ଏହି ଖବର ପରେ ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟାରେ ଏଲନ୍ ମସ୍କ ନିଶ୍ଚିତ କରିଛନ୍ତି ଯେ, ଏହି ଆପ୍ ଶୀଘ୍ର ଲଞ୍ଚ ହେବାକୁ…

RAWର ନୁଆ ମୁଖ୍ୟ ହେଲେ IPS ରବି ସିହ୍ନା, ୨ବର୍ଷ ପାଇଁ ଗ୍ରହଣ କଲେ ଦାୟିତ୍ୱ

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ରବି ସିହ୍ନା ସୋମବାର ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ର ନୂତନ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ଛତିଶଗଡ…

ପୁରୀରେ ରଥଯାତ୍ରା କିଏ ଆରମ୍ଭ କରିଥିଲେ? ଜାଣନ୍ତୁ ଇତିହାସ

ପୁରୀ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

ବାହାନଗା ରେଳ ଦୁର୍ଘଟଣା: ଆହତ ହୋଇଥିବା ଡ୍ରାଇଭର କେଉଁଠି? ଦୁଇ ସପ୍ତାହ ହେଲାଣି ଖୋଜୁଛନ୍ତି ସମ୍ପର୍କୀୟ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଟ୍ରେନର ପାଇଲଟ ଗୁଣନିଧି ମହାନ୍ତି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରେ ପହଞ୍ଚି ନାହାଁନ୍ତି। ସେ କେଉଁଠାରେ ଅଛନ୍ତି .. ପରିବାର…

କାଳ ହେଲା ୧୦୦ କିଲୋ ଓଜନ ହ୍ରାସ କରିବାର ଚେଷ୍ଟା, ଚୀନ ସୋସିଆଲ ମିଡିଆ ଇନଫ୍ଲୂଏନ୍ସର ମୃତ

ନୂଆଦିଲ୍ଲୀ: ସାଂଘାତିକ ରୋଗରୁ ରକ୍ଷା ପାଇବା ପାଇଁ ମୋଟାପଣରୁ ମୁକ୍ତି ପାଇବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଲୋକମାନେ ମେଦବହୁଳତା ହ୍ରାସ କରିବାକୁ ବହୁତ ଚିନ୍ତିତ ହେଲେ ଏଥିପାଇଁ ସେ କିଛି କରନ୍ତି ନାହିଁ। ଘଣ୍ଟା…

ପ୍ରଚଣ୍ଡ ଖରା: ୭୨ ଘଣ୍ଟାରେ ୫୪ ମୃତ, ୪୦୦ ହସ୍ପିଟାଲରେ ଭର୍ତ୍ତି

ବାଲିଆ: ଗତ ତିନି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ଲାଗି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଡାକ୍ତରଖାନାରେ ୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ କହିଛନ୍ତି…

(Video) ମନ କି ବାତ ୧୦୨ ଅଧ୍ୟାୟ: ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମନେପକାଇଲେ ଏମର୍ଜେନ୍ସି ଇତିହାସ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦୨ ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଆମେରିକା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ସେ ଛତ୍ରପତି ଶିବାଜୀଙ୍କୁ ମନେ ପକାଇ…

(Video) ଆଲିଆଙ୍କ ପ୍ରଥମ ହଲିଉଡ୍ ଫିଲ୍ମ: ‘ହାର୍ଟ ଅଫ ଷ୍ଟୋନ’ ମୁଭିର ରିଲିଜ ହେଲା ଟ୍ରେଲର

ନୂଆଦିଲ୍ଲୀ: ଆଲିଆ ଭଟ୍ଟଙ୍କ ପ୍ରଥମ ଇଂରାଜୀ ଚଳଚ୍ଚିତ୍ର ହାର୍ଟ ଅଫ ଷ୍ଟୋନର ଟ୍ରେଲର ରିଲିଜ ହୋଇଛି । ପ୍ରଥମ ଥର ପାଇଁ ଆଲିଆ କୌଣସି ହଲିଉଡ ଫିଲ୍ମରେ ଖଳନାୟିକା ଭାବେ ନଜର ଆସିବେ । ଏହି ଫିଲ୍ମରେ ଗେଲ ଗେଡୋଟ ଏବଂ ଜେନୀ…

ରୋଜଗାର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ: କହିଲେ ୨ ଲକ୍ଷରୁ ଅଧିକ ଚାକିରୀକୁ କରାଯାଇଛି ରଦ୍ଦ

ନୂଆଦିଲ୍ଲୀ: ରୋଜଗାର ପ୍ରସଙ୍ଗରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି। ପିଏସୟୁ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ଅଭାବ ସମ୍ପର୍କରେ ସେ ଟ୍ୱିଟ…