ଝାରସୁଗୁଡାରେ ବସ୍-ଟ୍ରଲର ଦୁର୍ଘଟଣା: ୧୦ ଆହତ

ଝାରସୁଗୁଡା: ବସ୍-ଟ୍ରଲର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।…

ଆଖି ବୁଜିଲେ ଲୋକପ୍ରିୟ ଗାୟିକା ଶାରଦା ରାଜନ, କ୍ୟାନ୍ସର ସହ କରୁଥିଲେ ଲଢେଇ

ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ତଥା ସଂଗୀତ ରଚନାକାର ଶାରଦା ରାଜନ ୮୬ ବର୍ଷ ବୟସରେ କର୍କଟ ରୋଗରେ ଦେହାନ୍ତ କରିଛନ୍ତି। ସେ ୧୯୬୬ ଚଳଚ୍ଚିତ୍ର ସୁରଜରେ ତିତିଲି ଉଡି ଗୀତ ପାଇଁ ଲୋକପ୍ରିୟ ହୋଇଥିଲେ। ସେ ତାଙ୍କର ଅନେକ…

ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ଏହି ୩ଟି ଜନିଷ, ଚାହିଁଲେ ମଧ୍ୟ ବଦଳାଇ ପରିବେନି କେହି

ଚାଣକ୍ୟ ନିଜ ଶାସ୍ତ୍ରରେ ଏପରି କିଛି କଥା କହିଛନ୍ତି, ଯାହାକୁ ପାଳନ କରିବା ଦ୍ୱାରା ମଣିଷକୁ ସଫଳତା ପ୍ରାପ୍ତ ହୋଇଥାଏ, ଏବଂ ଏହାକୁ କେହି ମଧ୍ୟ ରୋକି ପାରିବେ ନାହିଁ । ଏଥିରେ ୩ଟି ଏପରି କଥା କୁହାଯାଇଛି ଯାହା…

(Video) ଚୀନରେ ତାଣ୍ଡବ ରଚୁଚି କି ‘ବିପର୍ଯ୍ୟୟ’? ଦେଖନ୍ତୁ ଝଡ଼ରେ କିପରି ଛାତ ସହ ଉଡିଗଲେ ଲୋକେ, ଅନେକ ଆହତ

ବେଜିଂ: ମୁମ୍ବାଇ ଠାରୁ କେରଳ ଉପକୂଳ ପର୍ଯ୍ୟନ୍ତ ଭାରତରେ ସାଇକ୍ଲୋନ ବିପର୍ଯ୍ୟୟ ଏହାର ପ୍ରଭାବ ପ୍ରଦର୍ଶନ କରୁଛି। ଏକ ଭାଇରାଲ୍ ଭିଡିଓରୁ ଜଣାପଡୁଛି ଯେ, ଏହାର ପ୍ରଭାବ ଭାରତର ପଡୋଶୀ ଦେଶ ଚୀନରେ ମଧ୍ୟ ଦେଖାଯାଉଛି। ଏହି…

ବିନା ବିଶ୍ରାମରେ ଲଗାତାର ୪ଦିନ ଧରି ପ୍ରସ୍ତୁତ କରୁଥିଲେ ଖାଦ୍ୟ, ଏବେ ଗିନିଜ ୱାର୍ଲଡ ରେକର୍ଡରେ ଦାଖଲ ହେଲା ନାମ

ଲାଗୋସ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜିକରଣ କରିବାକୁ, ଲୋକମାନେ ନୂତନ ଏବଂ ଅନନ୍ୟ ଫିଟ୍ ଦେଖାଇବା ସହିତ ପ୍ରଥମ ରେକର୍ଡ ଭାଙ୍ଗିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି। ସର୍ବଶେଷ ମାମଲା ନାଇଜେରିଆର ରୋଷେୟା ହିଲଡା…

EDଙ୍କ ଦ୍ୱାରା ଗିରଫ ହେବ ମାତ୍ରେ ବିଜୁଳି ମନ୍ତ୍ରୀ ଅସୁସ୍ଥ: ଏବେ କରିବାକୁ ପଡିବ ବାଇପାସ୍ ସର୍ଜରୀ

ଚେନ୍ନାଇ: ତାମିଲନାଡୁର ସରକାରୀ ମନ୍ତ୍ରୀ ସେଣ୍ଟିଲ ବାଲାଜୀଙ୍କୁ ଆଜି ସକାଳେ ଇଡି ଗିରଫ କରିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇ। ଯେଉଁଠାରେ ଏହା ଜାଣିବାକୁ ମିଳିଛି…

ଏବେ ବିନା ଇଣ୍ଟରନେଟରେ କରିପାରିବେ UPIର ବ୍ୟବହାର! ବ୍ୟାଙ୍କ ଆରମ୍ଭ କଲା UPI123PAY, ଜାଣନ୍ତୁ କିପରି କରିବେ ସେଟଅପ

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ପ୍ରଥମ ପବ୍ଲିକ ସେକ୍ଟର ବ୍ୟାଙ୍କ ହୋଇପାରିଛି ଯାହାକି IVR ଆଧାରିତ UPI ସମାଧାନ - UPI 123 ପେ ପ୍ରଦାନ କରିଛି। ଡିଜିଟାଲ୍ ପେମେଣ୍ଟ ଭିଜନ ୨୦୨୫…

Best Bakery Case: ଦୁଇ ଅପରାଧୀଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ୧୪ ଜଣଙ୍କର ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ବେଷ୍ଟ ବେକରୀ ମାମଲାରେ ଦୁଇ ଅଭିଯୁକ୍ତ - ହର୍ଷଦ ରାଓଜାଇ ସୋଲଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗୁଜରାଟରେ ଗୋଦରା ଦଙ୍ଗାର ହିଂସା ଆରମ୍ଭ ହେବା ପରେ…

ନଅ ବର୍ଷରେ ପୂରଣ କରିବାକୁ ପଡିବ MBBS କୋର୍ସ, NMC ଜାରି କଲା ମେଡିକାଲ ପାଠ୍ୟକ୍ରମର ନୂଆ ନିୟମ

ନୂଆଦିଲ୍ଲୀ: ଏମବିବିଏସ୍ ଛାତ୍ରମାନଙ୍କୁ ଆଡମିଶନ ତାରିଖ ଠାରୁ ନଅ ବର୍ଷ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବାକୁ ପଡିବ, ଯେତେବେଳେ ସେମାନେ ପ୍ରଥମ ବର୍ଷ ପରୀକ୍ଷା କ୍ଳିଅର କରିବାକୁ ଚାରିଟି ଚେଷ୍ଟା କରିବେ। ଜାତୀୟ ଚିକିତ୍ସା…

ବାହାନଗା ଦୁର୍ଘଟଣା: କଟକରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ

କଟକ: ଜୁନ୨ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥି ସହିତ ୧ ହଜାରରୁ ଅଧିିକ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ଘଟିବା ଖବର ସାମ୍ନାକୁ…