ଜାପାନ ପରେ ଏବେ ଭୂମିକମ୍ପରେ ଦୋହଲିଲା ଆର୍ଜେଣ୍ଟିନା, ଏତିକି ରହିଛି ତୀବ୍ରତା

ନୂଆଦିଲ୍ଲୀ: ଜାପାନ ପରେ ବୁଧବାର (ଜାନୁଆରୀ ୩) ଆର୍ଜେଣ୍ଟିନାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା। ଅଧିକାରୀମାନେ…

ନୂଆବର୍ଷରେ ଯାଇପାରେ ଏମାନଙ୍କ ଚାକିରି, ଏହି କାରଣ ପାଇଁ ବଢୁଛି ବିପଦ!

ନୂଆଦିଲ୍ଲୀ: ଦୁନିଆରେ ଅନେକ ଚାକିରି ଅଛି ଯେଉଁଥିରେ କୌଣସି ସିକ୍ୟୁରିଟୀ ନଥାଏ । ଏହା ପଛରେ କାଷ୍ଟ କଟିଙ୍ଗ, ରିସେସନ ପରି ଅନେକ କାରଣ । କିନ୍ତୁ ବର୍ତ୍ତମାନ ଏକ ନୂଆ କାରଣ ଜନ୍ମ ନେଇଛି । ତେବେ ମାର୍କେଟରେ ଏଆଇ…

୪ ଦିନରେ ୧୧ ଜଣ କଲେ ଦୁଷ୍କର୍ମ, ନାବାଳିକାଙ୍କ ଦୁଃଖଭରା କାହାଣୀ, ସମସ୍ତ ଅଭିଯୁକ୍ତ ଗିରଫ

ବିଶାଖାପଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟିଛି । ଏଥିରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୋମବାର ଅର୍ଥାତ ୧ ଜାନୁଆରୀ ଦିନ ଜଣେ ପୋଲିସ…

ଭୂମିକମ୍ପ ଝଟକାରେ ଥରିଲା ଜାମ୍ମୁ-କାଶ୍ମୀର, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଶ୍ରୀନଗର: ଆଜି ସକାଳେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। ନୂଆ ବର୍ଷର ଦ୍ୱିତୀୟ ଦିନରେ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ପୁଣି ଥରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସକାଳ ପ୍ରାୟ…

ଚୋପାଛଡା ରଶୁଣ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ

ଆମ ମଧ୍ୟରୁ ଅନେକ ଚୋପା ଲାଗିଥିବା ରସୁଣ କିଣନ୍ତି ଏବଂ ପରେ ଏହାକୁ ଚୋପା ଛଡାଇ ଫ୍ରିଜରେ ରଖନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ? ତେଣୁ, ଆସନ୍ତୁ…

୧୫ କୋଟି ଘରକୁ ମିଳିବ ‘ଅକ୍ଷତ ନିମନ୍ତ୍ରଣ’, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ସଂଘ- VHP ର ମେଗା ପ୍ଲାନ

ନୂଆଦିଲ୍ଲୀ: ୨୦୨୪ରେ ବିଜେପି ତୃତୀୟ ଥର ସରକାର ହେବା ଲାଗି ଅଣ୍ଟା ଭିଡିଛି । ବିଜେପି ଏବଂ ରାଷ୍ଟ୍ରୀୟ ସଂୟସେବକ ସଂଘ ସୋମବାର ଦିନ ଏକ ବଡ ଅଭିଯାନକୁ ଉନ୍ମୋଚନ କରିଛି । ଏହି ଅଭିଯାନ ମାଧ୍ୟମରେ ଦେଶରେ ଘରେ-ଘରେ ପହଁଚି…

ତାମିଲନାଡୁରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତୀଦାସନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଦେଲେ ଯୋଗ

ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତିରୁଚିରାପଲ୍ଲୀରେ ପହଞ୍ଚିଛନ୍ତି। ଏହା ପରେ ତାମିଲନାଡୁର ତିରୁଚିରାପଲ୍ଲୀରେ ଭାରତୀଦାସନ ବିଶ୍ୱବିଦ୍ୟାଳୟର ସମାରୋହରେ…

Big Breaking: ବସ୍-ଟ୍ରକ୍ ଧକ୍କାରେ ୩ ମୃତ, ୨୦ ଗୁରୁତର

ସାଲେପୁର: କଟକ ଚାନ୍ଦବାଲି ରାସ୍ତାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏକ ଦଶ ଚକିଆ ଟ୍ରକକୁ ଧକ୍କା ଦେଲା ମନୋରମା ବସ୍ । ତେବେ ଦୁର୍ଘଟଣାରେ ୩ ଜଣ…

ଜାପାନ ପରେ ଏବେ ଭୂମିକମ୍ପରେ ଦୋହଲିଲା ମିଆଁମାର, ଜାଣନ୍ତୁ ତୀବ୍ରତା

ନୂଆଦିଲ୍ଲୀ: ଜାପାନ ପରେ ମିଆଁମାରରେ ଅନୁଭୂତ ହେଲା ଭୂକମ୍ପ। ରିକ୍ଟର ସ୍କେଲରେ ୪.୩ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମିଆଁମାରରେ ୩:୧୫ ମିନିଟ ୫୩…

ଅରୁଣ ଯୋଗୀରାଜ କିଏ? ଯିଏ ତିଆରି କରିଥିବା ରାମ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ: ସୋମବାର ଦିନ ଅଯୋଧ୍ୟା ରାମ ମନ୍ଦିର ପାଇଁ ଭଗବାନ ରାମଙ୍କ ପ୍ରତିମା ଚୟନ କରାଯାଇଛି। ଏଥି ସହିତ ମାଇସୋର (କର୍ଣ୍ଣାଟକ) ର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ…