ଚାକିରି ହରାଇବେ ୩୦ ହଜାର ଲୋକେ! ଏଥିରେ ଆଉ ଆପଣ ନାହାନ୍ତି ତ? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଗୁଗୁଲ ଏହାର AI ମଡେଲକୁ ଅଗ୍ରଗତି କରିବାରେ ସକ୍ରିୟ ଭାବେ ନିୟୋଜିତ ରହିଛି। କିନ୍ତୁ ସାମ୍ପ୍ରତିକ ସୂଚନାରୁ ଜଣାପଡିଛି ଯେ, ଟେକର ମୁଖ୍ୟ କେବଳ ଏକ୍ସଟର୍ନଲ ଆପ୍ଲିକେସନ୍ସ ପାଇଁ AIର ଡେଭଲପମେଣ୍ଟ ଉପରେ…