ନଗଦ ୫୩୫ କୋଟି ଟଙ୍କା ନେଇ ଯାଉଥିବା ବେଳେ ଖରାପ ହୋଇଗଲା ଟ୍ରକ, ଆଖପାଖରେ ଲୋକଙ୍କ ଭିଡ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ଏକ ଟ୍ରକ ୫୩୫ କୋଟି ଟଙ୍କା ନେଇକି ଯାଉଥିବା ବେଳେ, ରାସ୍ତାରେ ଗାଡି ଖରାପ ହୋଇଗଲା । ଏହି ମାମଲାର ସୂଚନା କ୍ରୋମପେଟ ପୋଲିସକୁ ମିଳିବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ…

‘ମୋ ବାପା ସମସ୍ତଙ୍କ ହୃଦୟରେ ଅଛନ୍ତି, ପଥରରେ ନୁହେଁ’, ଜାଣନ୍ତୁ କାହିଁକି ବିଜୁଙ୍କ ସାମଧି ଭାଙ୍ଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମାସିହାରେ ନିଜର ପିତା ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ପୁରୀ ସ୍ୱର୍ଗଦ୍ୱାର ସ୍ଥିତ ସମାଧିକୁ…

୩୫ଟି ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ହରାଇନଥିଲେ ଆତ୍ମବିଶ୍ୱାସ, ୨୦୧୮ରେ ହେଲେ ଆଇପିଏସ୍, ପରେ IAS ଅଫିସର

ନୂଆଦିଲ୍ଲୀ: ଜୀବନରେ ଗୋଟିଏ କିମ୍ବା ଦୁଇଟି ବିଫଳତା ପାଇବା ମାତ୍ରେ ଲୋକମାନେ ନିଜ ଉପରୁ ଆତ୍ମବିଶ୍ୱାସ ହରାଇ ବସନ୍ତି। ସେମାନଙ୍କର ଭାଗ୍ୟକୁ ଦାୟୀ କରି ସେମାନେ ଅଧିକ ଚେଷ୍ଟା କରିବାକୁ ମନା କରିଦିଅନ୍ତି। କିନ୍ତୁ…

ଅଭିଯୁକ୍ତ ତାହୱୁର ରାଣାଙ୍କୁ ଅଣାଯିବ ଭାରତ! ଅନୁମୋଦନ କଲେ ଆମେରିକା କୋର୍ଟ

ୱାଶିଂଟନ୍: କାଲିଫର୍ଣ୍ଣିଆର ଏକ ଆମେରିକୀୟ କୋର୍ଟ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାହୁଁଥିବା ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି।…

ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଓ ଉଚିତ ପଦକ୍ଷେପ ଭାରତକୁ ଯଥା ସ୍ଥାନରେ ପହଞ୍ଚାଇବାରେ ସହାୟକ ହେବ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ

ଓଡ଼ିଶା ଭାସ୍କର: ଭୁବନେଶ୍ୱରରେ ଚାଲିଥିବା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଜି ଶେଷ ଦିନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ କହିଛନ୍ତି, ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଏବଂ ଉଚିତ…

ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀମଣ୍ଡଳ ଅଫର ଦେଲେ ରାହୁଲ ଗାନ୍ଧୀ: ତଥାପି ମାନୁନି ମନ, ମୁଖ୍ୟମନ୍ତ୍ରୀ ପଦବୀରେ ଅଟକିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଡିକେ ଶିବକୁମାର ଅଲଗା ଅଲଗା ରାହୁଲ ଗାନ୍ଧିଙ୍କୁ…

ଜେପି ନଡ୍ଡାଙ୍କ ଲୋକ କହି, ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା, ଦିଲ୍ଲୀରେ ଦୁଇ ଗିରଫ

ନୂଆଦିଲ୍ଲୀ: ନିଜକୁ ବିଜେପିର ପଦାଧିକାରୀ କହି ନେତା, ଅଧିକାରୀ ଏବଂ ଠିକାଦାର ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା କଥା ସାମ୍ନାକୁ ଆସିଛି । ଏଥିରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଦିଲ୍ଲୀରୁ ଗିରଫ…

କର୍ଣ୍ଣାଟକ ପରେ ଏବେ ଏହି ରାଜ୍ୟରେ ବାଜିବ ନିର୍ବାଚନ ବିଗୁଲ, ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ଉତ୍ତେଜନା

ନୂଆଦିଲ୍ଲୀ: ଆମ ଦେଶ ଭାରତ ଏତେ ବଡ ଯେ, ନିର୍ବାଚନ ଏକ ସମୟରେ ହୋଇ ପାରେନାହିଁ। କର୍ଣ୍ଣାଟକରେ ସୁରୁଖୁରୁରେ ବିଧାନସଭା ନିର୍ବାଚନ ହୋଇସାରିଛି, ତେଣୁ ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।…

ରାଜନେତା ପରିବାରରେ ନିର୍ଯାତନାର ଶିକାର ହେଉଛନ୍ତି ନାରୀ, ଅଭିଯୋଗ ହୋଇଛି ଭଳିକି ଭଳି

ଭୁବନେଶ୍ୱର: ନାରୀଙ୍କୁ ସମ୍ମାନ ଜଣାଇବାରେ ରାଜନେତାଙ୍କ ଭୂମିକା ଆଗ ଧାଡିରେ ରହିବା କଥା । ହେଲେ ଏଠାରେ ନାରୀମାନେ ରାଜନେତା ପରିବାରକୁ ଯାଇ ରାଜନେତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ଏବଂ ବିଗତ କିଛି ବର୍ଷ…

ଭାରତୀୟ ମାହାସାଗରରେ ବୁଡିଗଲା ଚୀନ ଜାହାଜ, ୩୯ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଚୀନର ଏକ ମାଛ ଧରିବା ଜାହାଜ ଭାରତୀୟ ମହାସାଗରେ ଓଲଟି ପଡିଛି । ଏହି ଜାହାଜ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ଅନୁସାରେ ରାତି ୩ଟାରେ ଓଲଟି ପଡିଥିଲା । ଜାହାଜରେ ୩୯ ଲୋକ ଥିଲେ, ସେହି ୩୯ଜଣଙ୍କ ମଧ୍ୟରୁ ୧୭ ଜଣ…