ପ୍ରଥମେ ଚୀନରେ, ଏବେ USରେ ବ୍ୟାପୁଛି ରହସ୍ୟମୟ ନିମୋନିଆ, ପିଲାଙ୍କୁ କରୁଛି ଶିକାର

ନୂଆଦିଲ୍ଲୀ: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିଲେ। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କହିବାକୁ ଗଲେ ଚୀନରେ ମଧ୍ୟ ରହସ୍ୟମୟ ନିମୋନିଆ ରୋଗର ଶିଖରରେ…

ଘଟଗାଁ ଦୁର୍ଘଟଣା: ୩ ଲକ୍ଷ ଲେଖାଏଁ ମିଳିବ ଅନୁକମ୍ପା ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଘଟଗାଁ: ଆଜି ଘଟଗାଁ ଠାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛକୁ ଭ୍ୟାନ ପିଟିଥିବାରୁ ପ୍ରଥମେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର…

ପ୍ରଥମେ ବୃଦ୍ଧଙ୍କୁ ନ୍ୟୁଡ ଭିଡିଓ କଲ୍ କଲେ, ପରେ ନକଲି ପୋଲିସ ସାଜି ଠକିନେଲେ ୭୪ ହଜାର ଟଙ୍କା

ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କୁ ଠକିବାର ମାମଲା ସାମ୍ନାକୁ ଆସିଛି। ପ୍ରଥମେ ସୋସିଆଲ ମିଡିଆ ଜରିଆରେ ବୃଦ୍ଧଙ୍କୁ ଏକ ନଗ୍ନ ଭିଡିଓ କଲ କରାଯାଇଥିଲା, ତା’ପରେ କିଛି ସମୟ ପରେ ଠକ ଜଣକ ଜଣେ ପୋଲିସ ଅଫିସର ବୋଲି ଦର୍ଶାଇ…

ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ନେଇ ସମୟ ପୂର୍ବରୁ ଉଡିଗଲା ବିମାନ, ଏୟାରପୋର୍ଟରେ ଫସିଗଲେ ୩୧ ଯାତ୍ରୀ

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲ ପ୍ରଚଣ୍ଡଙ୍କୁ ୟୁଏଇ ଯିବାକୁ ଥିଲା। ୟୁଏଇରେ COP ୨୮ ଜଳବାୟୁ ସମ୍ମିଳନୀରେ ପହଁଚିବା ପାଇଁ ପ୍ରଚଣ୍ଡଙ୍କୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ନିର୍ଦ୍ଧାରିତ…

(Video) ‘ମୋଦୀ-ମୋଦୀ’ ଏବଂ ‘ଏଥର ମୋଦୀ ସରକାର’ : ଦୁବାଇରେ ଏପରି ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ପହଞ୍ଚିଛନ୍ତି। ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏନଆରଆଇ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଲୋକମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ୟୁଏଇ ଗସ୍ତ ସମୟରେ…

AIDS ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ଆଣିବ ଆଇନ, ନିଯୁକ୍ତ ହେବେ ଲୋକପାଳ

ଭୁବନେଶ୍ୱର: ଏଡସ୍ ରୋଗୀଙ୍କ କଲ୍ୟାଣ ପାଇଁ ଖୁବଶିଘ୍ର ରାଜ୍ୟ ସରକାର ନୂଆ ନୀତି ଘୋଷଣା କରିବେ । ଏଡସ୍ ନିୟନ୍ତ୍ରଣ ଏବଂ ପ୍ରତିକାର ପାଇଁ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ । ଭାରତ ସରକାରଙ୍କ ଏଚଆଇଭି ଆଣ୍ଡ…

ପ୍ରବଳ ବର୍ଷା: ବନ୍ଦ ହେଲା ସ୍କୁଲ ଓ କଲେଜ, ସରକାର ଜାରି କଲେ Helpline

ନୂଆଦିଲ୍ଲୀ: ଗୁରୁବାର ଦିନ ତାମିଲନାଡୁ ଚେନ୍ନାଇ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ନିମ୍ନମାନର ଅଞ୍ଚଳରେ ଜଳସ୍ତର ସୃଷ୍ଟି କରିଛି। ଯେଉଁଥିପାଇଁ…

Big Breaking: ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍, ୭ଜଣଙ୍କ ମୃତ୍ୟୁ, ୮ ଗୁରୁତର

ଆନନ୍ଦପୁର: ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଟକ୍ ପଛକୁ ଭ୍ୟାନ ପିଟିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର ମଧ୍ୟ ଅଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଘଟଗାଁ…

୫ଟି ରାଜ୍ୟର Exit Poll: ରାଜସ୍ଥାନରେ ବିଜେପି ତ ଛତିଶଗଡରେ କଂଗ୍ରେସର ବହୁମତ, ମଧ୍ୟପ୍ରଦେଶରେ Hung Assemblyର ପ୍ରଭାବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନାରେ ହେଉଥିବା ୨୦୨୩ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ରେ ଆସିବ। ଏହାପୂର୍ବରୁ ସମସ୍ତ ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇଛି। ଏକଜିଟ୍…

ମସଜିଦ ଭିତରେ ନାବଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଇମାମ ଗିରଫ

ନୂଆଦିଲ୍ଲୀ: ଏକ ମସଜିଦରେ ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଲଜ୍ୟାଜନକ ଘଟଣା ଉତ୍ତରପ୍ରଦେଶର ହମୀରପୁର ଠାରେ ଘଟିଛି । ମସଜିଦର ଇମାମ ଏହି ଦୁଷ୍କର୍ମ କରିଥିବା ଜଣାପଡିଛି । ମସଜିଦରେ…