CRPF କନଷ୍ଟେବଳ ୨୦୨୩ ନିଯୁକ୍ତି ସୁଯୋଗ : ୧.୩ ଲକ୍ଷ ଖାଲି ପଦବୀ ପାଇଁ ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ: CRPF କନଷ୍ଟେବଲ୍ ନିଯୁକ୍ତି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ବଡ ଖବର ରହିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ…

ଚିକେନ ତରକାରୀ ନ ମିଳିବାରୁ ବାପ ଦେଖାଇଲା ରାକ୍ଷାସ ରୂପ, ପୁଅକୁ ମାରିଦେଲା ପିଟିପିଟି

ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଜଣେ ବାପା ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । କାରଣ ତାଙ୍କୁ ଘରେ ଚିକେନ ତରକାରୀ ଖାଇବାକୁ ମିଳି ନଥିଲା । ଏଭଳି ଘଟଣା ସାମ୍ନାକୁ…

୫ ଦିନ ପରେ ମଧ୍ୟ ଘରକୁ ଫେରିନି ଚିତା ‘ଓବାନ’, କଳା ହରିଣକୁ ଶିକାର କରି ମେଣ୍ଟାଇଲା ଭୋକ

ଭୋପାଲ: ମଧ୍ୟପ୍ରଦେଶର ସୋୟେପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରେ ଛଡାଯାଇଥିବା ନାମ୍ବିଆରେ ୪ଟି ଚିତାରୁ ଏକ ଚିତା ଓବାନ, ପାଞ୍ଚ ଦିନ ପରେ ମଧ୍ୟ ଉଦ୍ୟାନକୁ ନ ଫେରିବା କଥା ସାମ୍ନାକୁ ଆସିଛି । ବନ ବିଭାଗକୁ…

କଟକରେ ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ, ୨ ଗୁରୁତର

କଟକ: ଚହଟା ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ…

ଆଜି ହେଉଛି ହନୁମାନ ଜୟନ୍ତୀ, ଶୁଭ ମୁହୁର୍ତ୍ତରେ ଏପରି କରନ୍ତୁ ପୂଜା, ଜାଣନ୍ତୁ ବିଧି ଏବଂ ଉପାୟ

ଭୁବନେଶ୍ୱର: ଚୈତ୍ର ମାସ ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ଶ୍ରୀ ରାମଙ୍କ ଭକ୍ତ ତଥା ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ । ତେବେ ଆଜି ସେହି ତିଥି ପଡିଛି, ଯେଉଁଥିରେ ବଜରଙ୍ଗବାଲିଙ୍କ ପୂଜା କରାଯାଇ ଅନେକ ସମସ୍ୟାକୁ ଦୂର…

ହନୁମାନ ଜୟନ୍ତୀ ପୂର୍ବରୁ ଗୃହମନ୍ତ୍ରଣାଳୟ ଜାରି କଲେ ଗାଇଡଲାଇନ, ଆଇନ ଶୃଙ୍ଖଳାକୁ ନେଇ ଦେଲେ କଠୋର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହନୁମାନ ଜୟନ୍ତୀ ସମ୍ପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଏହି ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ…

Video: ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ କୁ ନେଇ ଘୋଷଣା, ନିର୍ମାତାମାନେ ଭିଡିଓ ରିଲିଜ୍ କରି କଲେ ବଡ ଖୁଲାସା

ନୂଆଦିଲ୍ଲୀ: ଅଭିନେତା ଅଲୁ ଅର୍ଜୁନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ବିଷୟରେ ଅନେକ ଆଲୋଚନା କରୁଛନ୍ତି। ଦର୍ଶକଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଗୁଜବ ରହିଛି। ଦୁଇ ବର୍ଷ ପୂର୍ବେ ରିଲିଜ…

ବଡ ଦୁର୍ଘଟଣା: ମନ୍ଦିର ପାଣି ଟାଙ୍କିରେ ବୁଡି ୫ଜଣ ଶିଶୁଙ୍କ ମୃତ୍ୟୁ

ତାମିଲନାଡୁ: ଚେନ୍ନାଇରୁ ଏକ ଅତ୍ୟନ୍ତ ଦୁଖଦଃ ଖବର ସାମ୍ନାକୁ ଆସିଛି। ଧର୍ମଲିଙ୍ଗେଶ୍ୱର ମନ୍ଦିରର ପାଣି ଟାଙ୍କିରେ ବୁଡ଼ିଯିବା କାରଣରୁ ପାଞ୍ଚ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ପୂଜାପାଠ…

କରୋନା ବଢିବାକୁ ନେଇ ସୁପ୍ରିକୋର୍ଟର ବଡ ଶୁଣାଣି, ସିଜେଆଇ ଦେଲେ ଓକିଲ ମାନଙ୍କୁ ଛୁଟି

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମାମଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସୁପ୍ରିକୋର୍ଟର ଚିଫ ଜଷ୍ଟିସ ଓକିଲ ମାନଙ୍କୁ ଛୁଟି ଦେଇଛନ୍ତି । ଚିଫ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କରୋନା ବଢିବା ମାମଲାକୁ ନେଇ ଓକିଲ…

ରାମନବମୀ ହିଂସା ମାମଲାରେ OIC ର ବିବୃତ୍ତି, କହିଲେ ଏହା ମୁସଲମାନଙ୍କ ଉପରେ ଆକ୍ରମଣ; ଭାରତ ଦେଖାଇଲା ନିଜର ସ୍ଥିତି

ନୂଆଦିଲ୍ଲୀ: ମୁସଲମାନମାନଙ୍କର ଶୁଭେଚ୍ଛୁ ହେବା ନାମରେ ଗାଳିଗୁଲଜ କରୁଥିବା ସଂଗଠନ (OIC-Organisation Of Islamic Cooperation)କୁ ଭାରତ ନିଜର ସ୍ଥିତି ଦେଖାଇବାକୁ ଚେଷ୍ଟା କରୁଛି। ରାମନବମୀ ଶୋଭାୟତ ସମୟରେ ସାରା…