ଫିଲ୍ମ ଜଗତରୁ ୬ ମାସ ପାଇଁ ବିରତି ନେବେ ରଣବୀର କପୁର, ଝିଅ ସହ ବିତାଇବେ ସମୟ
ମୁମ୍ବାଇ: ଆଗାମୀ ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ଅଭିନେତ୍ରୀ ରଶ୍ମୀକା ମଣ୍ଡାନା ଅଛନ୍ତି । କହିବାକୁ ଗଲେ ରଣବୀର କପୁର ନିଜ ପ୍ରଫେସନଲ ଲାଇଫ…