Matrimonial Siteରେ ସାଙ୍ଗ ହେଲେ, ୯ ମାସ ଲିଭ-ଇନ ରିଲେସନସିପ, ପରେ ଏତିକି ଲକ୍ଷ ଲୁଟିନେଲେ ଯୁବକ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାଟ୍ରିମୋନିଆଲ ସାଇଟ ଜରିଆରେ ଏକ ଆଶ୍ଚର୍ଯ୍ୟନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କ ସହ ଜଣେ ଯୁବକ ସାଙ୍ଗ ହେଲେ, ତାଙ୍କ ସହ ଶାରୀରିକ ସମ୍ବନ୍ଧ…