ରକ୍ତଦାନ କରିବା ନେଇ ଟ୍ରାନ୍ସଜେଣ୍ଡରଙ୍କୁ ରୋକାଗଲା, ବହୁ ସଂଗଠନ କଲେ ବିରୋଧ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: କଲିକତାରେ ଟ୍ରାନ୍ସଜେଣ୍ଡର ସମାଜର କିଛି ଲୋକଙ୍କୁ ରକ୍ତଦାନ କରିବାକୁ ଦିଆନଯିବା ଘଟଣା ସାମ୍ନାକୁ ଆସିଛି । ଏନେଇ ସେଠାରେ ଅନେକ ଯୁକ୍ତି ତର୍କ କରାଯାଇଥିଲା । ଏହାପରେ ହେଲ୍ଥ ୱାର୍କର ବାଧ୍ୟ ହୋଇ ତାଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ମୋବାଇଲ୍ ଫୋନକୁ ମନା, ଛାତ୍ରଛାତ୍ରୀ ସମେତ ଏହି ମାନଙ୍କ ଉପରେ ମଧ୍ୟ ଲାଗିଲା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ ବିଦ୍ୟାଳୟରେ ଏକ ନିର୍ଦ୍ଦେଶନାମା ଜାରି କରି ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଅରବିନ୍ଦ କେଜ୍ରିୱାଲ ସରକାରୀ ଅନ୍ତର୍ଗତ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ତରଫରୁ…

ଏୟାର ଇଣ୍ଡିଆ ଲଞ୍ଚ କଲା ନୂଆ ଲୋଗୋ: ଡିସେମ୍ବର ୨୦୨୩ରେ ନୂଆ ବ୍ରାଣ୍ଡ ଏବଂ ପରିଚୟ ସହ ଦେଖାଯିବ ଏୟାରଲାଇନ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ଏୟାରଲାଇନ୍ସରେ ପରିଣତ ହୋଇଥିବା ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଲଞ୍ଚ କରିଛି। ନୂତନ ଲୋଗୋ, ବ୍ରାଣ୍ଡ ଏବଂ ପରିଚୟ ସହିତ ଏୟାରଲାଇନ ଦେଖାଯିବ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ…

୧୦୦ ଟଙ୍କା ଲୋଭରେ ୧୨ ଲକ୍ଷର ଅନଲାଇନ ଠକେଇ, ପୋଲିସକୁ କହିଲେ କିପରି ହରାଇଲେ ପଇସା

ଅହମଦାବାଦ: ଗୁଜୁରାଟରୁ ଅନଲାଇନ୍ ଠକେଇର ଏକ ନୂଆ ଏବଂ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଏଥିରେ ଅଭିଯୋଗକାରୀ ପ୍ରକାଶ ସାୱନ୍ତ ସାଇବର ଅପରାଧ ପୋଲିସକୁ କହିଛନ୍ତି ଯେ ୧୦୦ ଟଙ୍କା ଲୋଭ ଦେଖାଇ ତାଙ୍କୁ ୧୨ ଲକ୍ଷ ଟଙ୍କା…

ଝିଅ କେମିତି ପଟାଯାଏ? ଶାହରୁଖଙ୍କୁ ପଚାରିଲେ ଫ୍ୟାନ୍ସ, ଉପଯୁକ୍ତ ଉତ୍ତର ଦେଲେ ଯବାନ ଅଭିନେତା

ନୂଆଦିଲ୍ଲୀ: ଶାହାରୁଖ ଖାନ ଆଜିକାଲି ନିଜର ଆଗାମୀ ଫିଲ୍ମ ଯବାନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଶାହରୁଖ ଖାନ ଟ୍ୱିଟରରେ ‘ଆସ୍କ ଏସଆରକେ ସେସନ’ ଆରମ୍ଭ କରିଥିଲେ । ଏଥିରେ ଜଣେ ଫ୍ୟାନ୍ସ ତାଙ୍କୁ ଏପରି…

ଲୋକସଭାରେ ଫେଲ୍ ମାରିଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ପ୍ରଧାନମନ୍ତ୍ରୀ କହିଲେ- ୨୦୨୮ରେ ପ୍ରସ୍ତୁତି କରି ଆସିବ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ବାଚନିକ ଭୋଟରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା । ବାଚନିକ ଭୋଟ ହେବା ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିସାରିଥିଲେ ।…

ସାନ ଭଉଣୀ ମୁହଁକୁ ଗୁଳି ମାରିଲା ବଡ଼ ଭଉଣୀ, ସ୍ୱାମୀଙ୍କ ସହ ସଂପର୍କ ଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ମହିଳା ନିଜ ସାନ ଭଉଣୀର ମୁହଁକୁ ଗୁଳି ମାରିବା ଖବର ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ଅପରାଧୀ…

(Video) ଗୋଟିଏ ଚଳନ୍ତା ବାଇକରେ ୭ ଜଣ, ଯାଗା ନ ହେବାରୁ କାନ୍ଧରେ ବସିଲା ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ପ୍ରତିଦିନ ନୂତନ ଏବଂ କଠୋର ଟ୍ରାଫିକ ନିୟମ ଲାଗୁ କରୁଛନ୍ତି। ଏସବୁ ସତ୍ତ୍ୱେ ଗାଁର ଲୋକମାନେ ସମସ୍ତ ନିୟମକୁ ଅତିକ୍ରମ କରି ଗାଡି ଚଳାଉଛନ୍ତି। କେବଳ ଗାଁ ରେ ନୁହେଁ…

WhatsAppକୁ ଟକ୍କର ଦେବା ପାଇଁ ପାକିସ୍ତାନ ଲଞ୍ଚ କଲା Beep ଆପ୍, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନ ଏକ ନୂତନ ବିପ୍ ଆପ୍ ଲଞ୍ଚ କରିଛି। ବର୍ତ୍ତମାନ, ଏହି ଆପ୍ କେବଳ ଅଳ୍ପ ଲୋକଙ୍କ ପାଇଁ ଲଞ୍ଚ ହୋଇଛି। ଏହି ଆପ୍ ହ୍ଵାଟ୍ସଆପ୍ ପରି ଉପଭୋକ୍ତାଙ୍କୁ…

‘ଜୟଲଳିତାଙ୍କ ଶାଢ଼ୀ ଟଣା’କୁ ନେଇ ବର୍ଷିଲେ ଅର୍ଥମନ୍ତ୍ରୀ, DMKକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ସେ ସରକାରଙ୍କ ଉପରେ ଆକ୍ରମଣ କରୁଥିବା ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ଏହି…