ଯାତ୍ରା ସମୟ ଅଧିକ ଥିବାରୁ ପ୍ରଥମ ଦିନରେ ଚାକିରି ଛାଡିଦେଲେ ଏହି ବ୍ୟକ୍ତି, ଇଣ୍ଟରନେଟରେ ଲୋଡିଲେ ପରାମର୍ଶ
ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଭଲ ଚାକିରି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଚାକିରି ଛାଡିବାକୁ ଏକ ମିନିଟ୍ ନିଅନ୍ତି ନାହିଁ। ଆଜିକାଲି ଚାକିରି ଛାଡିବା ବିଷୟରେ…