ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଓ ଉଚିତ ପଦକ୍ଷେପ ଭାରତକୁ ଯଥା ସ୍ଥାନରେ ପହଞ୍ଚାଇବାରେ ସହାୟକ ହେବ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ

ଓଡ଼ିଶା ଭାସ୍କର: ଭୁବନେଶ୍ୱରରେ ଚାଲିଥିବା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଜି ଶେଷ ଦିନରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେକ୍ଷୀ କହିଛନ୍ତି, ଉପଯୁକ୍ତ ଭାବନା, ବାସ୍ତବ ସମାଧାନ ଏବଂ ଉଚିତ…

ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀମଣ୍ଡଳ ଅଫର ଦେଲେ ରାହୁଲ ଗାନ୍ଧୀ: ତଥାପି ମାନୁନି ମନ, ମୁଖ୍ୟମନ୍ତ୍ରୀ ପଦବୀରେ ଅଟକିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଡିକେ ଶିବକୁମାର ଅଲଗା ଅଲଗା ରାହୁଲ ଗାନ୍ଧିଙ୍କୁ…

ଜେପି ନଡ୍ଡାଙ୍କ ଲୋକ କହି, ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା, ଦିଲ୍ଲୀରେ ଦୁଇ ଗିରଫ

ନୂଆଦିଲ୍ଲୀ: ନିଜକୁ ବିଜେପିର ପଦାଧିକାରୀ କହି ନେତା, ଅଧିକାରୀ ଏବଂ ଠିକାଦାର ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା କଥା ସାମ୍ନାକୁ ଆସିଛି । ଏଥିରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଦିଲ୍ଲୀରୁ ଗିରଫ…

କର୍ଣ୍ଣାଟକ ପରେ ଏବେ ଏହି ରାଜ୍ୟରେ ବାଜିବ ନିର୍ବାଚନ ବିଗୁଲ, ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ଉତ୍ତେଜନା

ନୂଆଦିଲ୍ଲୀ: ଆମ ଦେଶ ଭାରତ ଏତେ ବଡ ଯେ, ନିର୍ବାଚନ ଏକ ସମୟରେ ହୋଇ ପାରେନାହିଁ। କର୍ଣ୍ଣାଟକରେ ସୁରୁଖୁରୁରେ ବିଧାନସଭା ନିର୍ବାଚନ ହୋଇସାରିଛି, ତେଣୁ ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।…

ରାଜନେତା ପରିବାରରେ ନିର୍ଯାତନାର ଶିକାର ହେଉଛନ୍ତି ନାରୀ, ଅଭିଯୋଗ ହୋଇଛି ଭଳିକି ଭଳି

ଭୁବନେଶ୍ୱର: ନାରୀଙ୍କୁ ସମ୍ମାନ ଜଣାଇବାରେ ରାଜନେତାଙ୍କ ଭୂମିକା ଆଗ ଧାଡିରେ ରହିବା କଥା । ହେଲେ ଏଠାରେ ନାରୀମାନେ ରାଜନେତା ପରିବାରକୁ ଯାଇ ରାଜନେତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ଏବଂ ବିଗତ କିଛି ବର୍ଷ…

ଭାରତୀୟ ମାହାସାଗରରେ ବୁଡିଗଲା ଚୀନ ଜାହାଜ, ୩୯ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଚୀନର ଏକ ମାଛ ଧରିବା ଜାହାଜ ଭାରତୀୟ ମହାସାଗରେ ଓଲଟି ପଡିଛି । ଏହି ଜାହାଜ ମଙ୍ଗଳବାର ଦିନ ସ୍ଥାନୀୟ ସମୟ ଅନୁସାରେ ରାତି ୩ଟାରେ ଓଲଟି ପଡିଥିଲା । ଜାହାଜରେ ୩୯ ଲୋକ ଥିଲେ, ସେହି ୩୯ଜଣଙ୍କ ମଧ୍ୟରୁ ୧୭ ଜଣ…

ଭିଜିଲାନ୍ସ ଜାଲରେ ଅତିରିକ୍ତ CSO, ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭିଜିଲାନ୍ସ କବଜାରେ ପଡିଯିବାବ କଥା ସାମ୍ନାକୁ ଆସିଛି । ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘର, ଅଫିସରେ ରେଡ ଚାଲିଛି । ଆୟ ବହିର୍ଭୂତ…

୫୦ ରୁ ଅଧିକ ସ୍ଥାନରେ NIAର ରେଡ: ଜଡିତ ଅଛି ଟେରର ଫଣ୍ଡିଙ୍ଗ ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ମାମଲା

ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ନକ୍ସଲ ସମ୍ପର୍କରେ ସାରା ଦେଶରେ ଚଢ଼ାଉ କରୁଛି। କୁହାଯାଉଛି ଯେ, ଏନଆଇଏର ଏହି ଆକ୍ରମଣ ୫୦ ରୁ ଅଧିକ ସ୍ଥାନରେ ଚାଲିଛି। ଏହି ୪ ଟି…

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାକୁ ଜାଳିଦେଲେ ଜିଅନ୍ତା, ହସ୍ପିଟାଲରେ ମୃତ୍ୟୁ

ମୈନପୁରୀ: ୟୁପିର ମୈନପୁରୀରେ ଜଣେ ୧୫ ବର୍ଷର ବାଳିକାକୁ କିରୋସିନ ଢାଳି ଜୀବନ୍ତ ହତ୍ୟା କରାଯିବାର ଏକ ମାମଲା ସାମ୍ନାକୁ ଆସିଛି। ଘଟଣା ପରଠାରୁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ହୋଇଛି ଯେ, ନିର୍ଯାତନାକୁ…

ବାଥରୁମରେ ଟୁଥ୍ ବ୍ରଶ୍ ରଖୁଛନ୍ତି କି? ଶୀଘ୍ର କରନ୍ତୁ ବାହାର, ନଚେତ୍ ଭୋଗୀ ପାରନ୍ତି ଅସୁବିଧା

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘରର ବାଥରୁମରେ ଟୁଥ୍ ବ୍ରଶ୍ ରଖୁଥିବେ। ଆମେ ଦାନ୍ତଘଷିବା ପରେ ବାଥରୁମରେ ହିଁ ବ୍ରଶ୍ ରଖିଥାଉ। ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ବାଥରୁମ ସଫା ଅଛି ତେବେ ସେଠାରେ ଟୁଥ୍ ବ୍ରଶ୍…