‘ଆମେ କୌଣସି ନିର୍ଦ୍ଦେଶ ଦେଇନୁ..’, ନ୍ୟୁଜ ଏଜେନ୍ସି ରଏଟର୍ସର ‘X’ ଆକାଉଣ୍ଟ ବ୍ୟାନ୍କୁ ନେଇ ମୁହଁ ଖୋଲିଲେ ଭାରତ ସରକାର
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ @Reuters ଏକ୍ସ ହ୍ୟାଣ୍ଡେଲ ଭାରତରେ ବନ୍ଦ ହୋଇଯାଇଛି। ୟୁଜର ଏହାକୁ ଆକ୍ସେସ କରିବାକୁ ଚେଷ୍ଟା କରିବା ବେଳେ ଏକ ଲେଖା ଆସୁଛି ଯେ, ଭାରତରେ ଏକ ଆଇନ ଦାବି…