ଫେସବୁକରେ ରହିବେ ଅନଲାଇନ, ହେଲେ ସମସ୍ତଙ୍କୁ ଦେଖାଇବ ଅଫଲାଇନ, ବହୁତ କମ ଲୋକ ହିଁ ଜାଣିଛନ୍ତି ଏହି ଉପାୟ
ନୂଆଦିଲ୍ଲୀ: ଫେସବୁକ୍ ଏପରି ଏକ ସୋସିଆଲ ମିଡିଆ ଯେଉଁଥିରେ ପ୍ରାୟ ସମସ୍ତଙ୍କ ଆକାଉଣ୍ଟ ରହିଛି । ଏଥିରେ ପୋଷ୍ଟ ସେୟାର କରିବା, ଫଟୋ ସେୟାର କରିବା, ଭିଡିଓ ପକାଇବା ଆଦି ସେବା ରହିଛି । ଏହା ବ୍ୟତୀତ ବ୍ୟବହାରକାରୀ ମେସେଜ…