ଦେଶରେ ପ୍ରଥମ ଥର ହାଇକୋର୍ଟ ନେଲେ ChatGPTର ସାହାଯ୍ୟ, ପ୍ରତ୍ୟାଖ୍ୟାନ ହେଲା ଜାମିନ ଆବେଦନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପଞ୍ଜାବ-ହରିୟାଣା ହାଇକୋର୍ଟ ଚାଟଜିପିଟିର ବ୍ୟବହାର କରି ନ୍ୟାୟିକ ସହୟତା ନେଇଛନ୍ତି । ହାଇକୋର୍ଟ ଚାଟଜିପିଟି ରୁ ମିଳିଥିବା ଉତ୍ତରକୁ ପ୍ରସ୍ତୁତ କରି ଏକ ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ…

ବିମାନରେ ପୁଣି ପରିସ୍ରା କାଣ୍ଡ, ସଫା କଲେ ଏୟାର ହଷ୍ଟେଜ, ସୋସିଆଲ ମିଡିଆରେ ଫଟୋକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନର ଗୁହ୍ୱାଟୀରେ ଦିଲ୍ଲୀକୁ ଆସୁଥିବା ବିମାନରେ ପୁଣି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଥର ବିମାନରେ ଜଣେ ଯାତ୍ରୀ ଏତେ ପରିମାଣରେ ମଦ ପିଇଥିଲେ ଯେ, ସେ ଚଟାଣରେ ବାନ୍ତି କରି…

ଖାତାରେ କେବେ ଆସିବ ଇପିଏଫଓ ସୁଧ ଟଙ୍କା? ଜାଣନ୍ତୁ କଣ କହିଲେ ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଅର୍ଥାତ ଇପିଏଫଓ ଗତକାଲି ନିଜର ଏକ ବୈଠକରେ କର୍ମଚାରୀଙ୍କ ଭବିଷ୍ୟ ନିଧି ଉପରେ ଅର୍ଥିକ ବର୍ଷ ୨୦୨୨-୨୩ ପାଇଁ ସୁଧ ଦର ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତିି । ବୋର୍ଡର…

ରାଘବ ଚଡ୍ଡା ଓ ପରିନୀତି ଚୋପଡାଙ୍କୁ ଅଭିନନ୍ଦନ ଜଣାଇଲେ ଆପ ସାଂସଦ, କଲେ ଟ୍ୱିଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ ସହ ଯୋଡା ଯାଉଛି । ଖବର ମିଳିଛି ଯେ,…

ଦୈନିକ ୨.୮୦ ଟଙ୍କା ଖର୍ଚ୍ଚରେ ଭ୍ୟାଲିଡିଟି ୭୦ ଦିନ, ଜାଣନ୍ତୁ କଣ ରହିଛି ପ୍ଲାନ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ଭରତ ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ୍ ବିଏସ୍ଏନ୍ଏଲ୍ ଏକ ପ୍ରିପେଡ୍ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଏହି ରିଚାର୍ଜ ଯୋଜନା ଜିଓ ଏବଂ ଏୟାରଟେଲର ବୈଧତା ଯୋଜନା ସହ ଏକ…

Video: ସାମ୍ନାକୁ ଆସିଲା ଆମେରିକାର ଗୁଳିକାଣ୍ଡ ଭିଡିଓ, କାଚ ଭାଙ୍ଗି ବିଦ୍ୟାଳୟକୁ ପସିଲା ପରେ କଲେ ଗୁଳିବର୍ଷା, ଦେଖନ୍ତୁ ସଂପୂର୍ଣ୍ଣ ଦୃଶ୍ୟ

ନାଶଭିଲ୍: ଆମେରିକାରେ ଗୁଳି ବିନିମୟ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ପୁଣି ଥରେ ଏଠାରେ ଏକ ବଡ଼ ଧରଣର ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ନାଶଭିଲର ଖ୍ରୀଷ୍ଟିଆନ କନଭେଣ୍ଟ ସ୍କୁଲରେ ଜଣେ ମହିଳା ଗୁଳି…

ପ୍ରିୟଙ୍କା ବଲିଉଡ ଛାଡିବାର କାରଣକୁ ସମର୍ଥନ କଲେ କଙ୍ଗନା, କରଣ ଜୋହାରଙ୍କ ଉପରେ କଲେ ସିଧା ଟାର୍ଗେଟ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡରୁ ବିଦାୟ ନେବା କଥା ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏନେଇ କଙ୍ଗନା ରନାୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା କହିଛନ୍ତି ଯେ, ଇଣ୍ଡଷ୍ଟ୍ରୀର ପରିବେଶ କରଣ ଜୋହାରକୁ ନେଇ…

ଗର୍ଭାଶୟ କାଢିବା ଯାଗାରେ କାଟିଦେଲେ ମୁତ୍ରନଳୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ମୁଜାଫରପୁର: ଗର୍ଭାଶୟ ଅପରେସନ କରିବା ସମୟରେ ଶ୍ରୀଦ୍ଧି ସେବା ସଦନ ନାମକ ଏକ ନର୍ସିଂହୋମର ନକଲି ଡାକ୍ତର ପିଙ୍କି ନାମକ ୨୫ ବର୍ଷୀୟ ଯୁବତୀଙ୍କ ମୂତ୍ରନଳୀ କାଟି ଦେଇଥିବା ମାମଲା ପ୍ରକାଶ ପାଇଛି । ଅପରେସନ ପରେ ମହିଳାଙ୍କ…

ଅନ୍ୟ ଏକ ବଡ କମ୍ପାନୀ କଲା ଛଟେଇର ଘୋଷଣା, ଏହି ସପ୍ତାହରେ ଯିବ ୭୦୦୦ କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ମେଟା, ଆମାଜୋନ ଏବଂ ଗୁଗୁଲ ପରି ବଡ ବଡ କମ୍ପାନୀ ଛଟେଇ କରିବା ପରେ ବର୍ତ୍ତମାନ ଡିଜ୍ନୀ ମଧ୍ୟ ଛଟେଇ କରିବାର ଘୋଷଣା କରିଛି । କମ୍ପାନୀ କହିଛି ଯେ, ସେ କର୍ପୋରେଟ ଖର୍ଚ୍ଚକୁ କମ କରିବା ଏବଂ ଫ୍ରୀ କ୍ୟାସ…

ମୋଦୀଙ୍କ ଫଟୋ ଫାଡିବା ଅଭିଯୋଗରେ କଂଗ୍ରେସ ବିଧାୟକ ଦଣ୍ଡିତ, କୋର୍ଟ ଲଗାଇଲେ ୯୯ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଗୁଜରାଟ ନବସାରୀର ଏକ ଅଦାଲତ ଗୁଜରାଟ କଂଗ୍ରେସ ବିଧାୟକ ଅଞ୍ଜନ ପଟେଲଙ୍କ ଉପରେ ୯୯ ଟଙ୍କାର ଜରିମାନା ଲଗାଇଛନ୍ତି । ଅଦାଲତ ୨୦୧୭ ମସିହାର ଏହି ମାମଲାର ଆଜି ଶୁଣାଣି ହୋଇଛି । ଏହି କଂଗ୍ରେସ ବିଧାୟକ ଅନନ୍ତ…