୧୩ତମ କିସ୍ତି ପାଇଁ ଡାକ ବିଭାଗ କରିବ କୃଷକଙ୍କୁ ସାହାଯ୍ୟ! ହେବ ୬ହଜାର ଟଙ୍କାର ଲାଭ
ନୂଆଦିଲ୍ଲୀ: ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ କିସାନ ନିଧି) ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଯୋଜନାର ୧୩ ତମ କିସ୍ତି ଶୀଘ୍ର ରିଲିଜ୍…