RBI ବଦଳାଇଲା ଏହି ବ୍ୟାଙ୍କର ନାମ, ଆପଣଙ୍କୁ କରିବାକୁ ପଡ଼ିବ କି ଚେକ୍ ଏବଂ ପାସବୁକ୍ ପରିବର୍ତ୍ତନ, ଜାଣନ୍ତୁ
ନୂଆଦିଲ୍ଲୀ: ନର୍ଥ ଇଷ୍ଟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ (NESFB) ଏହାର ନାମ ପରିବର୍ତ୍ତନ କରି ଫିନକେୟାର ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ କରିଛି।
ଏହା ସହ, ବ୍ୟାଙ୍କର ପଞ୍ଜିକୃତ କାର୍ଯ୍ୟାଳୟ ମଧ୍ୟ…